Nojoto: Largest Storytelling Platform

White ତୁମେ ଦିବାଲୋକରେ ସପନ ଦେଖିବ ନାହିଁ ରାତ୍ରି ର ଆଲୋ

White ତୁମେ ଦିବାଲୋକରେ
ସପନ ଦେଖିବ ନାହିଁ 
ରାତ୍ରି ର ଆଲୋକରେ
ତାରକା ଗଣିବ ନାହିଁ 
ଜୀବନରେ ଯଦି ସବୁବେଳେ 
ହସିବାକୁ ଚାହଁ
ତାହାହେଲେ ତୁମେ କେବେ 
ପ୍ରେମରେ ପଡିବ ନାହିଁ।
#ଶୁଭ ସକାଳ #

©Joy Krishna Behera ପ୍ରେମ
White ତୁମେ ଦିବାଲୋକରେ
ସପନ ଦେଖିବ ନାହିଁ 
ରାତ୍ରି ର ଆଲୋକରେ
ତାରକା ଗଣିବ ନାହିଁ 
ଜୀବନରେ ଯଦି ସବୁବେଳେ 
ହସିବାକୁ ଚାହଁ
ତାହାହେଲେ ତୁମେ କେବେ 
ପ୍ରେମରେ ପଡିବ ନାହିଁ।
#ଶୁଭ ସକାଳ #

©Joy Krishna Behera ପ୍ରେମ