Nojoto: Largest Storytelling Platform

ଲେଖିବାକୁ ଅନେକ ଅଛି.... କିଛି ଆବଦ୍ଧ ଇଚ୍ଛା..... କିଛି ଉ

ଲେଖିବାକୁ ଅନେକ ଅଛି....
କିଛି ଆବଦ୍ଧ ଇଚ୍ଛା.....
କିଛି ଉନ୍ମୁକ୍ତ ଆଶା......
କିନ୍ତୁ 
ଶବ୍ଦସବୁ ଆଜି ଲୁଚି ଯାଇଛନ୍ତି 
ବୋଧେ
ଅଭିମାନର ଆଢ଼ୁଆଳେ......
ଆଉ ମୁଁ 
ସେଇ ଶବ୍ଦସବୁର ଅପେକ୍ଷାରେ.....

©ଶ୍ରଦ୍ଧା...... waiting
ଲେଖିବାକୁ ଅନେକ ଅଛି....
କିଛି ଆବଦ୍ଧ ଇଚ୍ଛା.....
କିଛି ଉନ୍ମୁକ୍ତ ଆଶା......
କିନ୍ତୁ 
ଶବ୍ଦସବୁ ଆଜି ଲୁଚି ଯାଇଛନ୍ତି 
ବୋଧେ
ଅଭିମାନର ଆଢ଼ୁଆଳେ......
ଆଉ ମୁଁ 
ସେଇ ଶବ୍ଦସବୁର ଅପେକ୍ଷାରେ.....

©ଶ୍ରଦ୍ଧା...... waiting