a-person-standing-on-a-beach-at-sunset ଲେଖୁ ଲେଖୁ ଲେଖି ଦେଲି କହି ନ ଜଣାଇ କହିଗଲି ଦେଖି ନ ଜଣାଇ ଦେଖି ଦେଲି ନିଜ ନିଜ ର କହି ବିକି ଯେ ଦେଲି ପ୍ରବାସୀ ନକୁ ଡାକି ଡଙ୍କ ବଜାଇଲି କାନ୍ଦି ନ ଜଣାଇ କନ୍ଦେଇ ଦେଲି ଭିକାରି କହି କହି ଦେଶକୁ ଭିକେଇ ଦେଲି କହିଦେଲା ବେଳକୁ। ଛଟେଇ ହେଲି ନାଗରିକ ବୋଲି ନିଜ ପରିଚୟ ମାଗିଲି, କିଏ କହିବ କଣ କହିଲି। ଜନ କଲ୍ୟାଣ ଯୋଜନା ରହିଛି ବୋଲି। ©ଡଃ ଟିକେଶ୍ଵର #SunSet