Nojoto: Largest Storytelling Platform
nojotouser9419498185
  • 8Stories
  • 15Followers
  • 61Love
    0Views

ଡଃ ଟିକେଶ୍ଵର

WE ARE FROM YT UNIVERSITY,WE ARE WORKING AS SOCIAL RECINSTRUCTOR

  • Popular
  • Latest
  • Video
ae36d64799790a81aa53307f7a19b179

ଡଃ ଟିକେଶ୍ଵର

a-person-standing-on-a-beach-at-sunset ଲେଖୁ  ଲେଖୁ ଲେଖି ଦେଲି
କହି ନ ଜଣାଇ କହିଗଲି
ଦେଖି ନ ଜଣାଇ ଦେଖି ଦେଲି
ନିଜ ନିଜ ର କହି ବିକି ଯେ ଦେଲି
ପ୍ରବାସୀ ନକୁ ଡାକି ଡଙ୍କ ବଜାଇଲି
କାନ୍ଦି ନ ଜଣାଇ କନ୍ଦେଇ ଦେଲି
ଭିକାରି କହି କହି ଦେଶକୁ
ଭିକେଇ ଦେଲି କହିଦେଲା ବେଳକୁ।
ଛଟେଇ ହେଲି
ନାଗରିକ ବୋଲି ନିଜ
ପରିଚୟ ମାଗିଲି,
କିଏ କହିବ କଣ କହିଲି।
ଜନ କଲ୍ୟାଣ ଯୋଜନା ରହିଛି ବୋଲି।

©ଡଃ ଟିକେଶ୍ଵର #SunSet
ae36d64799790a81aa53307f7a19b179

ଡଃ ଟିକେଶ୍ଵର

SHE WILL BE
SAROJINEE NAIDU

©ଡଃ ଟିକେଶ୍ଵର
ae36d64799790a81aa53307f7a19b179

ଡଃ ଟିକେଶ୍ଵର

Unsplash ମାଆ ମାଆ ବୋଲି କେତେ ଯେ ଡାକୁଚୁ
ମାଆ ର ମମତା ପାଇଁ
ପିଲା ଛୁଆ ସଂସାର ରୁ
କେବେ ଯେ ଆସିବୁ ମୋରି
ପାଖକୁ ଧାଇଁ।
କୋଳ ରେ ମୋର ନେଲୁ ଯେ
ଜନମ ମୋର ପୁତ୍ର ମଣି ହୋଇ
ବାହା ବର୍ତିଆ କରେଇ ଦେଇ
ହୋଇଗଲି ମୁଁ ବାଇ।
ସ୍ତ୍ରୀ ଭାରିଯାର ପାଖ ରୁ
ଆସୁନୁ କେବେ ମୋର ମମତା ପାଇଁ
ମମତା ସରିତା ଭଗିନୀ
ତୋର କାନ୍ଦୁଛନ୍ତି ଭୋ ଭୋ ତୋରି ପାଇଁ।
ନାହିଁ ଆଉ ସେ ପ୍ରେମ
ନାହିଁ ଆଉ ମମତା 
ଆଘରି ପରି ଆଉ କାଇଁ
କୁଆଡେ ଗଲୁରେ
ଗଲୁଆ ପୁଅ ମୋର
ସବୁ ତୋର ଭାରିଯା ପାଇଁ।

©ଡଃ ଟିକେଶ୍ଵର #Book ମୋ ଭାରତ

#Book ମୋ ଭାରତ #ଜ୍ଞାନ

ae36d64799790a81aa53307f7a19b179

ଡଃ ଟିକେଶ୍ଵର

a-person-standing-on-a-beach-at-sunset ମାଆ ମାଆ ବୋଲି କେତେ ଯେ ଡାକୁଚୁ
ମାଆ ର ମମତା ପାଇଁ
ପିଲା ଛୁଆ ସଂସାର ରୁ
କେବେ ଯେ ଆସିବୁ ମୋରି
ପାଖକୁ ଧାଇଁ।
କୋଳ ରେ ମୋର ନେଲୁ ଯେ
ଜନମ ମୋର ପୁତ୍ର ମଣି ହୋଇ
ବାହା ବର୍ତିଆ କରେଇ ଦେଇ
ହୋଇଗଲି ମୁଁ ବାଇ।
ସ୍ତ୍ରୀ ଭାରିଯାର ପାଖ ରୁ
ଆସୁନୁ କେବେ ମୋର ମମତା ପାଇଁ
ମମତା ସରିତା ଭଗିନୀ
ତୋର କାନ୍ଦୁଛନ୍ତି ଭୋ ଭୋ ତୋରି ପାଇଁ।
ନାହିଁ ଆଉ ସେ ପ୍ରେମ
ନାହିଁ ଆଉ ମମତା 
ଆଘରି ପରି ଆଉ କାଇଁ
କୁଆଡେ ଗଲୁରେ
ଗଲୁଆ ପୁଅ ମୋର
ସବୁ ତୋର ଭାରିଯା ପାଇଁ।

©ଡଃ ଟିକେଶ୍ଵର #SunSet
ae36d64799790a81aa53307f7a19b179

ଡଃ ଟିକେଶ୍ଵର

ସୂର୍ଯ୍ୟ ସମ୍ବେଦନା ପୁଷ୍ପେ
ଦୀପ୍ତି କାରୁଣ୍ୟଗନ୍ଧନେ 
ଲବ୍ଧ୍ଵା ଶୁଭଂ ନବବର୍ଷେସ୍ମିନ
କୁର୍ଯ୍ୟାତ୍ ସର୍ବସ୍ୟ ମଙ୍ଗଳମ୍
     ଯେମିତି ସୂର୍ଯ୍ୟ ପ୍ରକାଶ ପ୍ରଦାନ କରନ୍ତି, ସମସ୍ତ ଦେବତା କରୁଣାକୁ ଜନ୍ମ ଦିଅନ୍ତି, ପୁଷ୍ପ ସର୍ବଦା ମହକୁ ଥାଏ, ଯଦିବା ଏହା ଆମର ନୂତନ ବର୍ଷନୁହେଁ ତଥାପି ପୃଥିବୀ ଆମର ତେଣୁ ଆସୁଥିବା ନୂତନବର୍ଷ ସମସ୍ତଙ୍କ ନିମନ୍ତେ ଶୁଭପ୍ରଦ ହେଉ ll ଶୁଭ ନବବର୍ଷରେ ସମସ୍ତଙ୍କୁ ଶୁଭେଚ୍ଛା 
   ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରିଥାନ୍ତୁ ll
🌹🌹🌹🌹🌹🌹🌹🌹

୯୦୪୦୪୮୬୮୨୯

©ଡଃ ଟିକେଶ୍ଵର
ae36d64799790a81aa53307f7a19b179

ଡଃ ଟିକେଶ୍ଵର

ae36d64799790a81aa53307f7a19b179

ଡଃ ଟିକେଶ୍ଵର

ae36d64799790a81aa53307f7a19b179

ଡଃ ଟିକେଶ୍ଵର

a-person-standing-on-a-beach-at-sunset କହି ଗଲେ ରଘୁନାଥ
ବିଶ୍ଵ ଦେଖିବ ରଘୁନାଥ ବେଶ।

©ଡଃ ଟିକେଶ୍ଵର #SunSet ବିଶ୍ଵ ଦେଖିବ ରଘୁନାଥ ବେଶ

#SunSet ବିଶ୍ଵ ଦେଖିବ ରଘୁନାଥ ବେଶ #ପ୍ରେରଣା

Follow us on social media:

For Best Experience, Download Nojoto

Home
Explore
Events
Notification
Profile