Nojoto: Largest Storytelling Platform

a-person-standing-on-a-beach-at-sunset ଲେଖୁ ଲେଖୁ

a-person-standing-on-a-beach-at-sunset ଲେଖୁ  ଲେଖୁ ଲେଖି ଦେଲି
କହି ନ ଜଣାଇ କହିଗଲି
ଦେଖି ନ ଜଣାଇ ଦେଖି ଦେଲି
ନିଜ ନିଜ ର କହି ବିକି ଯେ ଦେଲି
ପ୍ରବାସୀ ନକୁ ଡାକି ଡଙ୍କ ବଜାଇଲି
କାନ୍ଦି ନ ଜଣାଇ କନ୍ଦେଇ ଦେଲି
ଭିକାରି କହି କହି ଦେଶକୁ
ଭିକେଇ ଦେଲି କହିଦେଲା ବେଳକୁ।
ଛଟେଇ ହେଲି
ନାଗରିକ ବୋଲି ନିଜ
ପରିଚୟ ମାଗିଲି,
କିଏ କହିବ କଣ କହିଲି।
ଜନ କଲ୍ୟାଣ ଯୋଜନା ରହିଛି ବୋଲି।

©ଡଃ ଟିକେଶ୍ଵର #SunSet
a-person-standing-on-a-beach-at-sunset ଲେଖୁ  ଲେଖୁ ଲେଖି ଦେଲି
କହି ନ ଜଣାଇ କହିଗଲି
ଦେଖି ନ ଜଣାଇ ଦେଖି ଦେଲି
ନିଜ ନିଜ ର କହି ବିକି ଯେ ଦେଲି
ପ୍ରବାସୀ ନକୁ ଡାକି ଡଙ୍କ ବଜାଇଲି
କାନ୍ଦି ନ ଜଣାଇ କନ୍ଦେଇ ଦେଲି
ଭିକାରି କହି କହି ଦେଶକୁ
ଭିକେଇ ଦେଲି କହିଦେଲା ବେଳକୁ।
ଛଟେଇ ହେଲି
ନାଗରିକ ବୋଲି ନିଜ
ପରିଚୟ ମାଗିଲି,
କିଏ କହିବ କଣ କହିଲି।
ଜନ କଲ୍ୟାଣ ଯୋଜନା ରହିଛି ବୋଲି।

©ଡଃ ଟିକେଶ୍ଵର #SunSet