Dear me... ମନେପଡୁଛି କି Highschool ବେଳର କଥା... ଭାବୁଥିଲୁ ନା , ଧୀରେ ଧୀରେ ବଡ଼ ହୋଇଗଲେ ଜୀବନ ଆହୁରି ସୁନ୍ଦର ହେଇଯିବ, ଆହୁରି ସରଳ ହେଇଯିବ। ରାତିର ନିଦ ଏବେ କମି କମି ଯାଉଛି ନା... ଦାୟିତ୍ୱବୋଧ ବିଛଣାରୁ ଉଠାଇ ଦେଉଛି ନା ??? ଆଖିର ଲୁହକୁ ଛାତି ଭିତରେ ଚାପି ନିରବି ଯାଉଛୁ ଧୀରେ ଧୀରେ ଆଜିକାଲି ଖାଲି ମନରେ ବି କେତେ କଣ ଭାବିବସୁ ନିରୋଳାରେ । ଏବେ ସାଥି ସିନା କେହିନାହିଁ ପାଖରେ ହେଲେ ମୁଁ ଅଛି ପରା ସବୁବେଳେ ତୋ ସାଥିରେ ମୋ ସହ ବାଣ୍ଟି ଦେ ତୋ ହୃଦୟର ବ୍ୟଥା ତକ ଚେହେରାର ହସର ପୁଲକ ଭଲ ଲାଗେ yaar କେବେ ବିନା ମତଲବରେ ବି ହସିଦେ ଥରୁଟିଏ... କ୍ରମଶଃ... (ଅବଶିଷ୍ଟାଂଶ ଆଗାମୀ ପର୍ଯ୍ୟାୟରେ) ©PRANAY KUMAR SAHU #Dearme 2