Nojoto: Largest Storytelling Platform

White ମୋ ସୁ କର୍ମ ଫଳ ମାଗୁନାହିଁ ତତେ ମାଗୁନାହିଁ ସୁଖ ଅ

White 
ମୋ ସୁ କର୍ମ ଫଳ ମାଗୁନାହିଁ ତତେ
ମାଗୁନାହିଁ ସୁଖ ଅନର୍ଗଳ ଯେତେ
ମୋ ଥାଳରେ ଦେଇଦେ
ବିଶ୍ବ ଶାନ୍ତିର ବରଦାନ, ମାଗୁଣି ଏତେ
ମଣିଷର ଯେତେ ଦୁଃଖ ଦେଇଦେ ମତେ
ମାଟିର ମଣିଷ ମାଟିରେ ମିଶିବି
ମାଁ ଗର୍ଭରୁ ଜନ୍ମ ଲଭିଥିଲି
ମାଁ କୋଳରେ ଶୋଇଵି
ଆହାଃ କି ଶାନ୍ତି
ଜୀବନ ମୋହର ହୋଇବ ଧନ୍ୟ 
ତୋ ଋଣ ତ ସୁଝି ପାରିବନି ଏ ଜୀବନେ 
ତଥାପି ଏତିକି ବିଶ୍ଵାସ ଅଛି ମତେ 
ନେବି ମୁଁ ପୁଣି ଜନ୍ମ ତୋ କୋଳରେ ସତେ
ମୋ ଭଳି ଧନ୍ୟ ଆଉ କିଏ ଥିବ ଜଗତେ
ମା' ମା' ବୋଲି ପୁଣି ଡାକିବି ତତେ ।।

©Tafizul Sambalpuri #maa
White 
ମୋ ସୁ କର୍ମ ଫଳ ମାଗୁନାହିଁ ତତେ
ମାଗୁନାହିଁ ସୁଖ ଅନର୍ଗଳ ଯେତେ
ମୋ ଥାଳରେ ଦେଇଦେ
ବିଶ୍ବ ଶାନ୍ତିର ବରଦାନ, ମାଗୁଣି ଏତେ
ମଣିଷର ଯେତେ ଦୁଃଖ ଦେଇଦେ ମତେ
ମାଟିର ମଣିଷ ମାଟିରେ ମିଶିବି
ମାଁ ଗର୍ଭରୁ ଜନ୍ମ ଲଭିଥିଲି
ମାଁ କୋଳରେ ଶୋଇଵି
ଆହାଃ କି ଶାନ୍ତି
ଜୀବନ ମୋହର ହୋଇବ ଧନ୍ୟ 
ତୋ ଋଣ ତ ସୁଝି ପାରିବନି ଏ ଜୀବନେ 
ତଥାପି ଏତିକି ବିଶ୍ଵାସ ଅଛି ମତେ 
ନେବି ମୁଁ ପୁଣି ଜନ୍ମ ତୋ କୋଳରେ ସତେ
ମୋ ଭଳି ଧନ୍ୟ ଆଉ କିଏ ଥିବ ଜଗତେ
ମା' ମା' ବୋଲି ପୁଣି ଡାକିବି ତତେ ।।

©Tafizul Sambalpuri #maa