Nojoto: Largest Storytelling Platform

ଉର୍ମି ସଙ୍ଗେ ଜଳ ଦିଶଇ ଶୀତଳ ଉତ୍କଳେ ସୁନ୍ଦର ବୀର ଉତ୍ପତି

ଉର୍ମି ସଙ୍ଗେ ଜଳ ଦିଶଇ ଶୀତଳ
ଉତ୍କଳେ ସୁନ୍ଦର ବୀର
ଉତ୍ପତି ଆମର ଏହି ଧରିତ୍ରୀରେ
ଉତ୍କଳ ପ୍ରେମ ମନ୍ଦିର ।
ଉଇଁବା ତ ସଦା ତପନ ସମାନ
ଉଦିପ୍ତ ହେବା ପ୍ରଖର
ଉଗ୍ରବୀଜ ସଦା ରହିବ ଶରୀରେ
ଉପକ୍ରୋଶୁ ହେବା ଦୂର ।

ପୂର୍ଣ୍ଣ Spl For Utkal Divas
ଉର୍ମି ସଙ୍ଗେ ଜଳ ଦିଶଇ ଶୀତଳ
ଉତ୍କଳେ ସୁନ୍ଦର ବୀର
ଉତ୍ପତି ଆମର ଏହି ଧରିତ୍ରୀରେ
ଉତ୍କଳ ପ୍ରେମ ମନ୍ଦିର ।
ଉଇଁବା ତ ସଦା ତପନ ସମାନ
ଉଦିପ୍ତ ହେବା ପ୍ରଖର
ଉଗ୍ରବୀଜ ସଦା ରହିବ ଶରୀରେ
ଉପକ୍ରୋଶୁ ହେବା ଦୂର ।

ପୂର୍ଣ୍ଣ Spl For Utkal Divas