Nojoto: Largest Storytelling Platform

White କିଛି ଏମିତି ହୁଅନ୍ତା କି କେହି ମୋ ନିରବତା କୁ ପଢ଼ି

White କିଛି ଏମିତି ହୁଅନ୍ତା କି
କେହି ମୋ ନିରବତା କୁ ପଢ଼ିପାରନ୍ତା 
କିଛି ଏମିତି ହୁଅନ୍ତା କି
କେହି ମୋ ହସ ପଛ ର ଲୁହ କୁ ପୋଛି ଦିଅନ୍ତା
କିଛି ଏମିତି ହୁଅନ୍ତା
କଣ୍ଟକିତ ଏଇ ଜୀବନ ରାସ୍ତା ରେ
 କିଏ ପାଖୁଡ଼ାଏ ଫୁଲ ବିଞ୍ଚି ଦିଅନ୍ତା
ବାସ୍ 
କିଛି ଏମିତି ହୁଅନ୍ତା 
ରାସ୍ତା ସରିବା ଆଗରୁ 
କିଏ ଟିକେ ପାନ୍ଥଶାଳା ଟିଏ ସାଜି ମୋ ଆସିବା ବାଟକୁ ଚାହିଁ ରୁହନ୍ତା 
ବାସ୍ କିଛି ଏମିତି ହୁଅନ୍ତା ...

©Pranay Kumar Sahu #Road  sad poetry poetry quotes poetry in hindi poetry lovers poetry on love