ଥରେ ଏ ମନକୁ ପଚାରି ଦେଖ ସେ ତୁମକୁ ଝୁରୁଛି କି ନାହିଁ | ହଁ ଥରେ ଏ ଆଖିକୁ ପଚାରି ଦେଖ ସେ ତୁମକୁ ଖୋଜୁଛି କି ନାହିଁ | ଜାଣିପାରିବ ତୁମ ସମସ୍ତ ପ୍ରଶ୍ନର ଉତ୍ତର || ©Rajguru #waiting #ପ୍ରଶ୍ନ #Rajguru #Nojotodia