Nojoto: Largest Storytelling Platform

ଯୋଗ ରେ ରହିଛିକେତେ ଗୁଣ କରିଛି ଯିଏ ଜାଣିଛି ଜାଣ ବ

ଯୋଗ ରେ ରହିଛିକେତେ ଗୁଣ
କରିଛି    ଯିଏ   ଜାଣିଛି   ଜାଣ
ବିନା  ପଇସାରେ   ସୁଖ ଭୋଗ
ସୁସ୍ଥ  ରୁହ  ନିତି   କରି  ଯୋଗ
ପ୍ରତି  ଯୋଗ ଅଟେ  ଉପକାରୀ
ଉତ୍ତମ  ସ୍ୱାସ୍ଥ୍ୟ  ପାଇଁ   ଜରୁରୀ
ହାଲିଆ   ପଣ  କୁ   କରି  ଦୂର
ଫୂର୍ତି   ରଖଇ  ଆମ    ଶରୀର
ଯୋଗ ସୁସ୍ଥ ଶରୀରର ମୂଳମନ୍ତ୍ର
ନୀରୋଗ ରହିବା ର ମୂଖ୍ୟ ଅସ୍ତ୍ର
ଯୋଗ ରୁ ମିଳେ ଶାନ୍ତି ଓ ଶକ୍ତି 
ମନୁଷ୍ୟ   ଚିନ୍ତା  ରୁ ହୁଅଇ ମୁକ୍ତି
ଯୋଗ  କରିବ  ଯିଏ  ପ୍ରତିଦିନ
ସୁସ୍ଥ  ରହିବ  ସିଏ ଆଜୀବନ ।

HAPPY YOGA DAY
21st june

©Subhasmita Sahoo Happy yoga day
ଯୋଗ ରେ ରହିଛିକେତେ ଗୁଣ
କରିଛି    ଯିଏ   ଜାଣିଛି   ଜାଣ
ବିନା  ପଇସାରେ   ସୁଖ ଭୋଗ
ସୁସ୍ଥ  ରୁହ  ନିତି   କରି  ଯୋଗ
ପ୍ରତି  ଯୋଗ ଅଟେ  ଉପକାରୀ
ଉତ୍ତମ  ସ୍ୱାସ୍ଥ୍ୟ  ପାଇଁ   ଜରୁରୀ
ହାଲିଆ   ପଣ  କୁ   କରି  ଦୂର
ଫୂର୍ତି   ରଖଇ  ଆମ    ଶରୀର
ଯୋଗ ସୁସ୍ଥ ଶରୀରର ମୂଳମନ୍ତ୍ର
ନୀରୋଗ ରହିବା ର ମୂଖ୍ୟ ଅସ୍ତ୍ର
ଯୋଗ ରୁ ମିଳେ ଶାନ୍ତି ଓ ଶକ୍ତି 
ମନୁଷ୍ୟ   ଚିନ୍ତା  ରୁ ହୁଅଇ ମୁକ୍ତି
ଯୋଗ  କରିବ  ଯିଏ  ପ୍ରତିଦିନ
ସୁସ୍ଥ  ରହିବ  ସିଏ ଆଜୀବନ ।

HAPPY YOGA DAY
21st june

©Subhasmita Sahoo Happy yoga day