Nojoto: Largest Storytelling Platform
subhasmitasahoo7628
  • 50Stories
  • 6Followers
  • 411Love
    1.2KViews

Subhasmita Sahoo

life ka best friend patha... life pe sab ja sakta he apne skill path ko koi nehi le skta...

  • Popular
  • Latest
  • Video
b95b6158ec78fdc99beadccd36df6f96

Subhasmita Sahoo

ମନୁଷ୍ୟ ସର୍ବଦା କର୍ମ କରିବା ପୂର୍ବରୁ ଫଳାଫଳ କୁ ଭାବୁଥାଏ ।। ଯାହା ଅନୁଚିତ୍ ଅଟେ । କଥାରେ ଅଛି:- ଯଥା କର୍ମମ୍ ତଥା ଫଳମ୍। ଅର୍ଥାତ୍ ଉତ୍ତମ କର୍ମ କଲେ ହି ଫଳାଫଳ ଉତ୍ତମ ହେବ। ତେଣୁ ପରିଣାମ କୁ ନ ଭାବି ଉତ୍ତମ କର୍ମ କରିବା ଉଚିତ୍। 


ରାଧେ ରାଧେ।।।

©Subhasmita Sahoo
  #GoldenHour
b95b6158ec78fdc99beadccd36df6f96

Subhasmita Sahoo

Alone  ଜୀବନରେ ଯଦି କିଛି କରିବାର ଅଛି,
ତେବେ ନିଜ ଇଛା ,ଖୁସି, ଆଗ୍ରହ ଅନୁସାରେ କର....
ସଫଳତା ତମକୁ ହାତ ବଢ଼େଇ ଟାଣିନବ ....।

©Subhasmita Sahoo
b95b6158ec78fdc99beadccd36df6f96

Subhasmita Sahoo

ଏଠି କହିବାଵାଲା ଅନେକ
କିନ୍ତୁ ଶୁଣିବା ଵାଲା ଜଣେ ଥାଆନ୍ତି
ସେ ହେଉଛନ୍ତି "ପିତାମାତା"...।

©Subhasmita Sahoo
b95b6158ec78fdc99beadccd36df6f96

Subhasmita Sahoo

କେବେବି ଏମିତି କାମ କରନି
ନିଜ ପିତାମାତା ଙ୍କ ଦୁଃଖ ର କାରଣ ,
ନିଜେ କିମ୍ବା ନିଜ ଖୁସି ହୋଇଥିବ ......।

©Subhasmita Sahoo
b95b6158ec78fdc99beadccd36df6f96

Subhasmita Sahoo

ଯେତେବେଳେ ସ୍ୱପ୍ନ ଲକ୍ଷ୍ୟ ରେ ପରିଣତ ହେଇଯାଏ ....
ସଫଳତା ନିଶ୍ଚିତ ମିଳିଥାଏ..।

©Subhasmita Sahoo
b95b6158ec78fdc99beadccd36df6f96

Subhasmita Sahoo

ଆସ କିଏ ସକାଳୁ ମୋ ସହ ଚାହା ବିସ୍କୁଟ ଖାଇବ ....ସକାଳ ର ମଜା ନେବ .....।

©Subhasmita Sahoo #Morning
b95b6158ec78fdc99beadccd36df6f96

Subhasmita Sahoo

ଯିଏ କ୍ଷମା ଶୀଘ୍ର ମାଗିନିଏ 
ସେ ବଡ ସାହସୀ ।
ଯିଏ କ୍ଷମା ଶୀଘ୍ର ଦିଏ 
ସେ ବଡ ବଳବାନ ।
ଆଉ ଯିଏ ପଛ କଥା ଭୁଲିଯାଇ ଆଗକୁ ବଢେ 
ସେ ହିଁ ଦୁନିଆର ସବୁଠୁ ବଡ଼ ସୁଖୀ ।

©Subhasmita Sahoo
b95b6158ec78fdc99beadccd36df6f96

Subhasmita Sahoo

କେବେ ହେଲେ ସମୟ କୁ ନଷ୍ଟ କର 
ନାହିଁ ।କାରଣ ସମୟ ପରିବର୍ତ୍ତନ ଶୀଳ କାହାକୁ ଅପେକ୍ଷା କରେ ନାହି ।

©Subhasmita Sahoo time

time

b95b6158ec78fdc99beadccd36df6f96

Subhasmita Sahoo

ଦୁନିଆ ର ସବୁଠାରୁ ମୂଲ୍ୟବାନ
ସମ୍ପର୍କ ହେଉଛି ବନ୍ଧୁତା😍😊😘😍...ଥରେ ଭାବିକି ଦେଖ..🤔...।

©Subhasmita Sahoo friends

friends

b95b6158ec78fdc99beadccd36df6f96

Subhasmita Sahoo

ଜୀବନର ତାଲା ରେ ଚାବି କାଠି ହେଉଛି ନିଜେ "ମନୁଷ୍ୟ"..କାରଣ ମଣିଷ ବିଶ୍ୱର ଶ୍ରେଷ୍ଠ ପ୍ରାଣୀ ଅଟେ...।ସବୁ ସମସ୍ୟା ର ସମାଧାନ ତା ପାଖେ ଥାଏ ...।କେବଳ ଆବଶ୍ୟକ ପଡେ "ସାହସ, ଇଚ୍ଛା, ଆତ୍ମବିଶ୍ବାସ  ର "...।

©Subhasmita Sahoo A man can do all, anything..

A man can do all, anything..

loader
Home
Explore
Events
Notification
Profile