Nojoto: Largest Storytelling Platform

White ପ୍ରତିଶୋଧ ର ଭାବନାରେ ମନ ଗଣେଶ ନୁହେଁ ପିଶାଚ ର ରୂପ

White ପ୍ରତିଶୋଧ ର ଭାବନାରେ
ମନ ଗଣେଶ ନୁହେଁ
ପିଶାଚ ର ରୂପ ନିଏ‼️

ପ୍ରତିଶୋଧ ଭାବନାରେ . . .
ମନ ପାଣି କି ଖାଦ୍ୟ ନୁହେଁ
ରକ୍ତ ମାଂସ ଖୋଜେ‼️

ପ୍ରତିଶୋଧ ଭାବନାରେ . . .
ହାତ କଲମ କି ଲଙ୍ଗଳ ନୁହେଁ
ହତିଆର ଧରେ‼️

ପ୍ରତିଶୋଧ ଭାବନାରେ . . .
ମନ ହୁତାସନ ର ନିଆଁ ହୁଏ
ସେ ନିଆଁର ଧୂଆଁ ସବୁକୁ ପ୍ରଶ୍ୱାସ କରି ,
ରକ୍ତ ସବୁକୁ ହୃଦୟ କଡ଼େଇରେ ଫୁଟାଏ‼️
ଆଉ ସେଇ ଫୁଟା ରକ୍ତର ବାଷ୍ପ ସବୁକୁ
ନାଲିଆଖି ଗର୍ଜନର ଶବ୍ଦ ବନାଏ❗

©KkA
  #ପ୍ରତିଶୋଧ #KkA
#କମଳାକୃଷ୍ଣ_ଅଶୋକ 
#Music #Life 
#Nojoto #Love 
#Life_experience 
#sad_quotes
kkaofficial9549

KkA

New Creator

#ପ୍ରତିଶୋଧ #kka #କମଳାକୃଷ୍ଣ_ଅଶୋକ #Music Life Nojoto Love #Life_experience #sad_quotes #SAD

162 Views