Nojoto: Largest Storytelling Platform
kkaofficial9549
  • 21Stories
  • 43Followers
  • 3.5KLove
    11.3KViews

KkA

❛❛ଜୀବନ ପାଇଁ ଅନୁତାପର ଶବ୍ଦ ଗଢ଼ ସେଇ ଅନୁତାପି ଶବ୍ଦ ଭିତରୁ ... .. . ନୂଆ ଜୀବନ ଟେ ସୃଷ୍ଟିହବା ସ୍ୱଭାବିକ❜❜ ❛❛ସ୍ୱନ୍ଦନ ଚିତ୍କାର ମୋର ତାଳ-ସ୍ୱର ନିଶ୍ୱାସ ପ୍ରଶ୍ୱାସ ଲୟ ହୃଦୟ ଯନ୍ତ୍ରଣା ଭାଗ୍ୟଲେଖା ଭାବି ମନ କରେ ଅଭିନୟ❜❜ ❕‼️🕯️ଆତ୍ମ ପରିଚ଼ୟ🕯️‼️❕ ଚିତାଭସ୍ମ ସ୍ଥାନରେ ମୁଣ୍ଡ ଟେକି ଉଠିଥିବା ଘାସ ଟିଏ ବୋଧେ ମୁଁ❗️                  @𝗞ƙ🇦 ❛❜ज़िन्दगी आवाज़ नहीं अल्फ़ाज़ है❛❜

https://www.instagram.com/kamlakrishnashok?igsh=ZTRkbDJ2eDg3eXBt

  • Popular
  • Latest
  • Video
e77fa655647c6335cb3b6883ba723445

KkA

White ଜୀବନ ଆଉ ମନ ବେଳେବେଳେ
ମଜ୍ଜାଦାର ହୁଏ

©KkA #election_results
e77fa655647c6335cb3b6883ba723445

KkA

White ଯୋଗ ଶରୀରର
ଅନ୍ତରଙ୍ଗ ବନ୍ଧୁ

©KkA #Yoga
e77fa655647c6335cb3b6883ba723445

KkA

White ହସ ଦୁନିଆର ଶ୍ରେଷ୍ଠ ଔଷଧ

©KkA
  #Smile
e77fa655647c6335cb3b6883ba723445

KkA

White ପ୍ରତିଶୋଧ ର ଭାବନାରେ
ମନ ଗଣେଶ ନୁହେଁ
ପିଶାଚ ର ରୂପ ନିଏ‼️

ପ୍ରତିଶୋଧ ଭାବନାରେ . . .
ମନ ପାଣି କି ଖାଦ୍ୟ ନୁହେଁ
ରକ୍ତ ମାଂସ ଖୋଜେ‼️

ପ୍ରତିଶୋଧ ଭାବନାରେ . . .
ହାତ କଲମ କି ଲଙ୍ଗଳ ନୁହେଁ
ହତିଆର ଧରେ‼️

ପ୍ରତିଶୋଧ ଭାବନାରେ . . .
ମନ ହୁତାସନ ର ନିଆଁ ହୁଏ
ସେ ନିଆଁର ଧୂଆଁ ସବୁକୁ ପ୍ରଶ୍ୱାସ କରି ,
ରକ୍ତ ସବୁକୁ ହୃଦୟ କଡ଼େଇରେ ଫୁଟାଏ‼️
ଆଉ ସେଇ ଫୁଟା ରକ୍ତର ବାଷ୍ପ ସବୁକୁ
ନାଲିଆଖି ଗର୍ଜନର ଶବ୍ଦ ବନାଏ❗

©KkA
  #ପ୍ରତିଶୋଧ #KkA
#କମଳାକୃଷ୍ଣ_ଅଶୋକ 
#Music #Life 
#Nojoto #Love 
#Life_experience 
#sad_quotes

#ପ୍ରତିଶୋଧ #kka #କମଳାକୃଷ୍ଣ_ଅଶୋକ #Music Life Love #Life_experience #sad_quotes #SAD

e77fa655647c6335cb3b6883ba723445

KkA

White ପ୍ରତିଶୋଧ ର ଭାବନାରେ
ମନ ଗଣେଶ ନୁହେଁ
ପିଶାଚ ର ରୂପ ନିଏ‼️

ପ୍ରତିଶୋଧ ଭାବନାରେ . . .
ମନ ପାଣି କି ଖାଦ୍ୟ ନୁହେଁ
ରକ୍ତ ମାଂସ ଖୋଜେ‼️

ପ୍ରତିଶୋଧ ଭାବନାରେ . . .
ହାତ କଲମ କି ଲଙ୍ଗଳ ନୁହେଁ
ହତିଆର ଧରେ‼️

ପ୍ରତିଶୋଧ ଭାବନାରେ . . .
ମନ ହୁତାସନ ର ନିଆଁ ହୁଏ
ସେ ନିଆଁର ଧୂଆଁ ସବୁକୁ ପ୍ରଶ୍ୱାସ କରି ,
ରକ୍ତ ସବୁକୁ ହୃଦୟ କଡ଼େଇରେ ଫୁଟାଏ‼️
ଆଉ ସେଇ ଫୁଟା ରକ୍ତର ବାଷ୍ପ ସବୁକୁ
ନାଲିଆଖି ଗର୍ଜନର ଶବ୍ଦ ବନାଏ❗

©KkA
  #ପ୍ରତିଶୋଧ
#nightthoughts

#ପ୍ରତିଶୋଧ #nightthoughts #SAD

e77fa655647c6335cb3b6883ba723445

KkA

White ଯଦି ଦେଖିବାର ଅଛି .. .
ସ୍ୱପ୍ନ ଉଚ୍ଚ ର ଦେଖ
ନୀଚ୍ଚ କରିବାକୁ ଲୋକ ଅଛନ୍ତି ନା !

ଯଦି ବଢିବାର ଅଛି .. .
ପାଦ ଆଗରେ ରଖ
ପଛେ ଟାଣିବାକୁ ଲୋକ ଅଛନ୍ତି ନା !

ଯଦି ସହିବାର ଅଛି .. .
ମନ ଆଲୋକ ଜାଳ
ଜଳିବା ପାଇଁ ଲୋକ ଅଛନ୍ତି ନା !

ଯଦି ବନିବାର ଅଛି .. .
ନିଜ ସ୍ୱତନ୍ତ୍ର ଗଢ଼
ଭିଡ଼େ ଚାଲିବାକୁ ଲୋକ ଅଛନ୍ତି ନା !

ଯଦି ଖୋଜିବାର ଅଛି .. .
ନିଜ ସୁନ୍ଦରତା ଖୋଜ
ଦୋଷ ଖୋଜିବାକୁ ଲୋକ ଅଛନ୍ତି ନା !

ଯଦି କରିବାର ଅଛି .. .
ପ୍ରେମ ନିଜକୁ କର
ଘୃଣା କରିବାକୁ ଲୋକ ଅଛନ୍ତି ନା !

ଯଦି ହବାର ଅଛି .. .
ଭଲ ମଣିଷ ହୁଅ
ତାଳି ମାରିବାକୁ ଲୋକ ଅଛନ୍ତି ନା !

©KkA
  #Sunset_Time 
#Music #Life
e77fa655647c6335cb3b6883ba723445

KkA

White କୁହୁକୁହୁ ରାବେ କୋଇଲି
ପାଚିଲା ଆମ୍ବ ମୁଁ ଖାଇଲି
🥰

©KkA
  #mango
e77fa655647c6335cb3b6883ba723445

KkA

White ମୁଁ ଆଉ ଡାକିପାରିବିନି ନାଁ ଧରି
ଯାହାର ବି ଖାଇବାର ଅଛି ଆସ
😍

©KkA
  #mango_tree
e77fa655647c6335cb3b6883ba723445

KkA

White ଯଦି ଖୋଜିବାର ଅଛି .. .
ନିଜ ସୁନ୍ଦରତା ଖୋଜ
ଦୋଷ ଖୋଜିବାକୁ ଲୋକ ଅଛନ୍ତି ନା !

ଯଦି ବଢିବାର ଅଛି .. .
ପାଦ ଆଗରେ ରଖ
ପଛକୁ ଟାଣିବାକୁ ଲୋକ ଅଛନ୍ତି ନା !

ଯଦି ଦେଖିବାର ଅଛି .. .
ଉଚ୍ଚ ସ୍ୱପ୍ନକୁ ଦେଖ
ନୀଚ୍ଚ ଦେଖେଇବାକୁ ଲୋକ ଅଛନ୍ତି ନା !

ଯଦି ସହିବାର ଅଛି .. .
ନିଜେ ଆଲୋକ ବନ
ଜଳିବା ପାଇଁ ଲୋକ ଅଛନ୍ତି ନା !

ଯଦି ବନିବାର ଅଛି .. .
ନିଜ ସ୍ୱତନ୍ତ୍ର ବନା
ଭିଡ଼ରେ ଚାଲିବାକୁ ଲୋକ ଅଛନ୍ତି ନା !

ଯଦି କରିବାର ଅଛି .. .
ପ୍ରେମ ନିଜକୁ କର
ଘୃଣା କରିବାକୁ ଲୋକ ଅଛନ୍ତି ନା !

ଯଦି ହବାର ଅଛି .. .
ଭଲ ମଣିଷ ହୁଅ
ତାଳି ମାରିବାକୁ ଲୋକ ଅଛନ୍ତି ନା !

©KkA
  #You_Can_Do
#bike_wale
e77fa655647c6335cb3b6883ba723445

KkA

ତୁମ ସ୍ନେହ ବିଶ୍ୱାସର ଅଭାବରେ .. .
ବାରମ୍ବାର କ୍ଷତ ବିକ୍ଷତ ହୁଏ ମନ ଆଉ ହୃଦୟ
ତୁମ ସ୍ନେହପାଇଁ ଯୋଉ ଆଶା ଟିକକ ଥିଲାବୋଲି
ନିଜକୁ ଆଉ ପାଉନାହିଁ ମୁଁ , ନିଜ ଭିତରେ
ଖାଲି ଯାହା ମେଞ୍ଚାମେଞ୍ଚା କୁହୁଳା ବେଦନାର ଭିଡ଼
ମୋ ଚାରିପାଖରେ .. . !!
ସମ୍ପର୍କ ସତେ ଯେମିତି ଏବେ ଜଳିବା ଅବସ୍ଥାରେ❗

ଏ ସ୍ବପ୍ନ ଗୁଡ଼ାକ ବି ଏବେ ଖୁବ୍ ଜରାଜୀର୍ଣ୍ଣ ଯେ‼️
ଧସ୍ତାଧସ୍ତି ହେଉଛନ୍ତି , ନିଶ୍ଵାସ ଓ ପ୍ରଶ୍ୱାସ
ହୃଦୟ ଆକ୍ତାମାକ୍ତା ହୋଇ ଧକ୍କ୍ ଧକ୍କ୍ ହେଉଚି ଯାହା .. .

ନିଜ ଭାବନାରେ ଅସ୍ତିତ୍ଵକୁ ହରାଉଥିବା ବେଳେ ,
ତୁମ ବିଶ୍ୱାସ ଆନ୍ତରିକତାର ଖିଅ ଟିକକକୁ
ଭାରି ବିକଳରେ କଣେଇ କଣେଇ ଚାହେଁ ମନ !!

ତଥାପି .. . ହଁ ତଥାପି . .
ମୋ ଆଶା ଆକାଂକ୍ଷାର ମହଲଟା
ଯେବେ ବାରମ୍ବାର ଭାଙ୍ଗିଯିବାରେ ଲାଗିଛି
ସେଇ ଭୁଷୁଡି ଯିବାର ଚିତ୍କାର ଦରଜକୁ ବି . .
ତୁମେ ଖୁବ୍ ସହଜରେ ଆତ୍ମସାତ୍ କରି ନେଇ ପାରୁଛ‼️
ପୁଣି .. .ପ୍ରତିବଦଳରେ . .
ପ୍ରତିବଦଳରେ ମୋତେ ବାରମ୍ବାର ଚେତେଇ ଦେଇଛ
ନିଜକୁ ଆତ୍ମାନୁଶୀଳନ କରିବାକୁ .. . .!!

ବାଃ ବାଃ . . .ଆଉ ମୁଁ . . .
ମୁଁ , ନିଜ ସାଥିରେ ଭାବନା ସବୁକୁ ବି . .
ଜଳେଇ ଜଳେଇ ପାଉଁଶ କରିବାରେ ଲାଗିଛି‼️
ପୁଣି ନିଜକୁ ନିଜର ପାରଙ୍ଗତରେ ଘୋଷାରି ଚାଲିଛି
ଶୁନ୍-ଶାନ୍ ର କେଉଁ ଏକ ଅଜଣା ଇଲାକାକୁ❗

©KkA
  #ଭୁଲ୍_କଣ_ଥିଲା❓
#Music #Life 
#Nojoto #Love 
#story #poem 
#outofsight 
#କମଳାକୃଷ୍ଣ_ଅଶୋକ 
#Life_experience

#ଭୁଲ୍_କଣ_ଥିଲା❓ #Music Life Love #story #poem #outofsight #କମଳାକୃଷ୍ଣ_ଅଶୋକ #Life_experience #Poetry

loader
Home
Explore
Events
Notification
Profile