Nojoto: Largest Storytelling Platform

ଯେଉଁଠି ନିଜକୁ ନମିଳେ ସମ୍ମାନ ସେଠାକୁ ଯିବା ନୁହେଁ ପ୍ରୟ



ଯେଉଁଠି ନିଜକୁ ନମିଳେ ସମ୍ମାନ
ସେଠାକୁ ଯିବା ନୁହେଁ ପ୍ରୟୋଜନ
ଏକଥା କୁ ନ ଭୁଲିବ  ସାଧୁ ଜନ
ଅଯଥା ନିଜତ୍ବ ହେବ ମୂଲ୍ୟହୀନ।

©CHINMAYEE JENA
  #Value ......

#Value ...... #ସମାଜ

89 Views