Nojoto: Largest Storytelling Platform

ମନ ଖୋଜେ ମିଠା ମିଠା ପ୍ରେମ ର ହରଷ ... ମିଳିଲେ ବି ଖୋଜୁଥା

ମନ ଖୋଜେ ମିଠା ମିଠା ପ୍ରେମ ର ହରଷ ...
ମିଳିଲେ ବି ଖୋଜୁଥାଏ ଅତୀତ ପରସ ...

ମନ ମଧ୍ୟେ ଘାଣ୍ଟି ହୁଏ ଅତୀତର ଦିନ
ମନେ ପଡେ ପୁଣି ଭଙ୍ଗା ଆଇନ ର ଚିହ୍ନ।

©Mamata Sau
  #ramleela