ଜ୍ଯେଷ୍ଠ ରେ ଛୁଇଁଲ ପାଦ ମିଛରେ ମିଛରେ ସାବିତ୍ରୀ ର ଅଭିନୟ କରି ଅମାବାସ୍ଯାରେ, କାହାଲାଗି ଉପବାସ ଥିଲା କିଏ ମନରେ ମୋତେ କାହିଁ ଲାଗେ ତୁମେ ମୋର ସତରେ ସତରେ ।। ✍ ନିହାର ରଞ୍ଜନ ପରିଡ଼ା #Jyestha