Nojoto: Largest Storytelling Platform

ନିଜ ନାଁ ଖାଲି ନାଆକୁ ନାଁ ଟେ, ନାଁ କମେଇବା ପାଇଁ; ନଈ ରେ

ନିଜ ନାଁ ଖାଲି ନାଆକୁ ନାଁ ଟେ,
ନାଁ କମେଇବା ପାଇଁ;
ନଈ ରେ ନାଉରୀ ନାଆ ନେଲା ପରି,
ନିଜ ନାଁ ନିଜେ ବୋହି;
ପରିସ୍ଥିତି ଆଗେ ନଇଁବା କୁ ହୁଏ ଛୁଇଁବା କୁ ହୁଏ ଭୂଇଁ,
ଜୁଇ ଜଳିଲେବି ନାଁ ଜଳେନାହିଁ ଚିରଦିନ ଯାଏ ରହି ।
@suvam@

©Saipada Brajamohan ନାଁ (The Fame) #odia #Shayari 

#boat