White ତୁମେ ଥିଲ ଶୀତ ର ସକାଳ ଏବେ ତୁମେ ସତେ ଶୀତ ରାତି କେବେ ଥିଲ ବର୍ଷାର ରିମ୍ ଝିମ୍ ସଙ୍ଗୀତ ଏବେ ସାଜ ବନ୍ୟା ର ପ୍ରଚଣ୍ଡ ମୂରତି। #ଶୁଭ ସକାଳ # ©Joy Krishna Behera ସଂଯୁକ୍ତା