Nojoto: Largest Storytelling Platform

ଏ ମୋ ହୃଦୟ ତୋତେ ମୁଁ ପଚାରେ, କହ ମୋତେ ଆଜି ତୁ ଭାବି ଥରେ,

ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,
କଣ ମୁଁ ଚାହେଁ ଏଇ ଜୀବନରେ,
ଯାହା ଭାବି ଭାବି ମୁଁ ନିତି ମରେ,,,
ଭାବୁଛି ନିତି ମୁଁ କଥା ଯେ ହଜାରେ,
ପାଉନି ଉତ୍ତର ଯେତେ ବି ପଚାରେ,,
ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,।

©smrity s k #Tulips #କବିତା #sayari #ଓଡ଼ିଆକବିତା
ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,
କଣ ମୁଁ ଚାହେଁ ଏଇ ଜୀବନରେ,
ଯାହା ଭାବି ଭାବି ମୁଁ ନିତି ମରେ,,,
ଭାବୁଛି ନିତି ମୁଁ କଥା ଯେ ହଜାରେ,
ପାଉନି ଉତ୍ତର ଯେତେ ବି ପଚାରେ,,
ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,।

©smrity s k #Tulips #କବିତା #sayari #ଓଡ଼ିଆକବିତା
smritysk5016

smrity s k

New Creator