Nojoto: Largest Storytelling Platform
smritysk5016
  • 15Stories
  • 34Followers
  • 129Love
    1.4KViews

smrity s k

Cuttack,Odisha

  • Popular
  • Latest
  • Video
823e144bfc5790951f64dcfe35b5d55b

smrity s k

ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,
କଣ ମୁଁ ଚାହେଁ ଏଇ ଜୀବନରେ,
ଯାହା ଭାବି ଭାବି ମୁଁ ନିତି ମରେ,,,
ଭାବୁଛି ନିତି ମୁଁ କଥା ଯେ ହଜାରେ,
ପାଉନି ଉତ୍ତର ଯେତେ ବି ପଚାରେ,,
ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,।

©smrity s k #Tulips #କବିତା #sayari #ଓଡ଼ିଆକବିତା

#Tulips #କବିତା #sayari #ଓଡ଼ିଆକବିତା #ଶାୟାରି

823e144bfc5790951f64dcfe35b5d55b

smrity s k

କେତେ ନିଜ ଲୋକ ଦେଖି ମୁଁ ଆସିଲି
ଏଇ ମୋର ଜୀବନରେ,,।
ସବୁ ଲୋକ ଏଠି ସ୍ୱାର୍ଥପର ବୋଲି
ଜାଣି ଗଲି ଧୀରେ ଧୀରେ,,।

©smrity s k
  #lightpole #କବିତା #poem #Sayari #sad
823e144bfc5790951f64dcfe35b5d55b

smrity s k

ଖୋଲା ହୃଦୟ ଓ ମନ ଥିବା
ତୁମେ ବନ୍ଦ ବହିଟିଏ,,।
ବହିଟିକୁ ଖୋଲି ପଢ଼ିଚି ଯିଏ ବି
ବୁଝୁଛି ତୁମକୁ ସିଏ,,।
ଯିଏ ନ ପଢ଼ିଛି ସିଏ କି ବୁଝିବ
ତୁମର ସେ ହୃଦୟକୁ,,
କିନ୍ତୁ ମୁଁ ନ ପଢି ବୁଝି ଯାଇଛି
ସେ ବହିର ପ୍ରତ୍ୟେକ ଶବ୍ଦ କୁ,,।

©smrity s k #kabita #sayari #poem
823e144bfc5790951f64dcfe35b5d55b

smrity s k

#Memories
823e144bfc5790951f64dcfe35b5d55b

smrity s k

#sorrow
823e144bfc5790951f64dcfe35b5d55b

smrity s k

#JalFlute #Miss_you
823e144bfc5790951f64dcfe35b5d55b

smrity s k

#sad #kismat #love
823e144bfc5790951f64dcfe35b5d55b

smrity s k

whenever it comes about #love  it only gives tear nd sarrow

whenever it comes about #Love it only gives tear nd sarrow

823e144bfc5790951f64dcfe35b5d55b

smrity s k

#sad_romantic
823e144bfc5790951f64dcfe35b5d55b

smrity s k

#pyar_karte_hai_kitna
loader
Home
Explore
Events
Notification
Profile