Nojoto: Largest Storytelling Platform

କେବେ ତୁମେ ହୃଦୟର କବାଟ ଖୋଲି ଧସେଇ ପଶି  ଆସୁଥିବା ଅନୁଭୂତ

କେବେ ତୁମେ ହୃଦୟର କବାଟ ଖୋଲି ଧସେଇ ପଶି 
ଆସୁଥିବା ଅନୁଭୂତିର ବାଆ
ତ ଆଉ କେବେ ଅତୀତର ଦର ଆଉଜା 
ଦୁଆର ଭିତରୁ  ମୁରୁକି ହସୁଥିବା ସେଇ 
ଚିହ୍ନା ଜଣା ଖଣ୍ଡ ବିଖଣ୍ଡିତ ସ୍ବପ୍ନ ପସରା।

ଆଉ ମୁଁ ହେଲି ତୁମରି ସ୍ପର୍ଶ ପାଇଁ 
ବ୍ୟାକୁଳିତା , ଆକୁଳିତା , ବିହ୍ବଳିତା ଓ ଅପେକ୍ଷାରତା
ପାଷାଣୀ ଅହଲ୍ୟା ...

©Chittaranjan Sahoo
  #Love #qoutes life

Love #qoutes life

343 Views