Nojoto: Largest Storytelling Platform
anynomousremembr9615
  • 379Stories
  • 4Followers
  • 6Love
    354Views

Chittaranjan Sahoo

  • Popular
  • Latest
  • Video
80b695da63c1bb2ef38f66715686a00d

Chittaranjan Sahoo

Kuch to majburiyan hogi

Warna stage pe yun na Nachti firti

🥴 #life

life

80b695da63c1bb2ef38f66715686a00d

Chittaranjan Sahoo

ସରିଯିବ ଏଇ ରାତିର ଆସର
ଲିଭିଯିବ ଦୀପଶିଖା
ସକାଳ ଦେହରେ ରହିଯିବ ଖାଲି
ଏ ରାତିର ସ୍ମୃତିରେଖା Night #nigthquotes #odia
80b695da63c1bb2ef38f66715686a00d

Chittaranjan Sahoo

ରାତିର ଅନ୍ଧାରରେ
ଆଜି ଅତୀତ ଏତେ ଉଜ୍ଜ୍ବଳ କାହିଁକି ?
ହୃଦୟର କ୍ଷତ , ଭରି ଆସିଲା ବେଳେ
 ସ୍ମୃତି ହୃଦୟକୁ କ୍ଷତାକ୍ତ କରିବା ପାଇଁ
ଏତେ ଆଗଭର କାହିଁକି ? #night #thoughts #memories #pain #life #poetry

#Night thoughts #Memories #Pain life poetry

80b695da63c1bb2ef38f66715686a00d

Chittaranjan Sahoo

Yaadon mein Latakna band karo 
Warna sach mein latak jaoge #memories #suicide #thoughts #life #pain

#Memories #Suicide thoughts life #Pain

80b695da63c1bb2ef38f66715686a00d

Chittaranjan Sahoo

अग्निकुंड की अग्नि सी
 चिलचिलाती तपती दुपहरी 
जब निचोड़ दे देह पूरी 
स्वेद ग्रंथियों पर 
जम जाए काली पपड़ी 
पिचक गये हों
 सांकुर सारे
 हृदय प्रकुंचन के दौरान
 रक्त नहीं धमनियों में दौड़ने लगे 
साहस हड्डियों में भरे द्रव ने 
जैसे - तैसे संभाल रखा हो मोर्चा ...

 तब भी वो मजदूर मां
 नवजात लिए 
बचा लाती है 
अपनी छाती की
 " तरलता "

80b695da63c1bb2ef38f66715686a00d

Chittaranjan Sahoo

ଆଖି ବୁଲାଉ ବୁଲାଉ
ହଟାତ୍ ନଜର ପଡ଼ିଗଲା ତାର ଓଠରେ

ପୁରା ପେତି ମାଙ୍କଡ଼ର ପଛ ପଟ ଭଳିଆ ଦିଶୁଥିଲା
 🥴  #ଓଠ #lips

#ଓଠ #Lips

80b695da63c1bb2ef38f66715686a00d

Chittaranjan Sahoo

ନିଦକୁ ପଚାରେ ରାତି
କେବେଠୁ ସାରୁଛୁ ସବୁ ମହତ ମୋର
ଦରଜ ଦେଇ ଦେହଟାରେ
କରୁଛୁ କଜଳପାତି ଅପେକ୍ଷା କାହାର ?  #night #poem #wating
80b695da63c1bb2ef38f66715686a00d

Chittaranjan Sahoo

 ଗୋଟେ ମହମବତୀ ଭଳି
ସେ ତରଳି ଚାଲିଥାଏ
ନିଃଶେଷ ହେବା ଯାଏଁ
ରାତିର ଘନ ଅନ୍ଧକାରକୁ ଦୂରେଇବା ପାଇଁ

କିଏ ଜାଣେ ଏଥିରେ ସେ କଣ ପାଏ
ନିଜେ ଜଳି ନିଜକୁ ବିନାଶେ
କିଏ ଜାଣେ କାହାରି ସକାଶେ

80b695da63c1bb2ef38f66715686a00d

Chittaranjan Sahoo

ସମ୍ପର୍କ ଛିଡ଼ିଯିବାର ଭୟ ମନରେ ନାହିଁ 
ଭୟ ତ ଏତିକି 
 ଏ ଅଜଣା ରାସ୍ତାର ପାଦ ଚଲା ବାଟରେ 
ଆଉ କ'ଣ କେବେ ତୁମକୁ ସାମ୍ନା କରି ପାରିବି ?  #stranger #relationship
80b695da63c1bb2ef38f66715686a00d

Chittaranjan Sahoo

ସେ - ତତେ କଫି କଣ ପାଇଁ ପସନ୍ଦ ?
ମୁଁ - ତତେ ଚା' କଣ ପାଇଁ ପସନ୍ଦ ?
ସେ - ଆଗ ତୁ କହ  ।
ମୁଁ -  ଚା' ପିଇ ସାରିଲା ପରେ ପିତା ଲାଗେ ଆଉ କଫି ମୂଳରୁ ପିତା ଲାଗେ । 
ଚା' ଅପେକ୍ଷା କଫି ଜଲ୍ଦି ହେଇଯାଏ , ତ ମତେ ସେ ଲୋକ ସହ ସମୟ ବିତାଇବାର ଅଛି ନା କି ଚା' ବନେଇବାରେ ।
ସେ - ତୋ ଭଳିଆ ତୋ କଥା ବି ଅଜବ  ।
ମୁଁ -  ଚା' ଆଉ ସମ୍ପର୍କ ଭିତରେ କଣ ସମାନତା ଜାଣିଛୁ ?
ସେ - କଣ ?
ମୁଁ - କୁହନ୍ତି ମଜବୁତ ସମ୍ପର୍କ ଆଉ କଡ଼ା ଚା' ଧିରେ ଧିରେ ତିଆରି ହୁଏ । ଏବେ କହ ତତେ ଚା' କଣ ପାଇଁ ପସନ୍ଦ ?
ସେ - ସେଇ ମାଟି ଟିକେ ପରେ କାଦୁଅ ହେଲେ ଅସନା ଲାଗିବ ତଥାପି ବି ଭିଜା ମାଟି ର ବାସ୍ନା ପ୍ରେମିକା ସଜେଇ ଦିଏ । ଠିକ୍ ସେମିତି ଚା' ର‌ ବାସ୍ନା । ଅନୁଭବ କରେଇ ଦିଏ ଯେ ଏ ଥୁଣ୍ଟା ଜୀବନ ଭିତରେ ବି ନିଶ୍ଵାସ ପ୍ରାଣ ସଞ୍ଚୟ କରିବାର ଆଶା ଏବେ ବି ରଖିଛି । #tea #coffee #ଚା #କଫି  #yqquotes #yqodia #yqbhaina

#Tea #Coffee #ଚା #କଫି #yqquotes #yqodia #Yqbhaina

loader
Home
Explore
Events
Notification
Profile