Nojoto: Largest Storytelling Platform

ଛନ୍ଦ କପଟ ଆଉ ଛଳନା ରହିତ ସୁନ୍ଦର ଦୁନିଆ ଯହିଁ ମାଡ଼ି ନାହି

ଛନ୍ଦ କପଟ ଆଉ ଛଳନା ରହିତ ସୁନ୍ଦର ଦୁନିଆ
ଯହିଁ ମାଡ଼ି ନାହିଁ କେବେ ମିଛ ମାୟାର ଛାୟା।

ପ୍ରତି କ୍ଷଣେ ଛଳନା ଆଉ କପଟ ରୋକିବ ବାଟ
ଏଠି ପ୍ରତାରଣା ଆଉ ଲାଞ୍ଛନା ର ବିରାଟ ବଡ଼ ହାଟ। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସ୍ୱପ୍ନ ଆଉ ସତ୍ୟ ଭିତରର ପାର୍ଥକ୍ୟ, ସାମଞ୍ଜସ୍ୟ ବିଷୟରେ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ଆପଣ ଚାହିଁଲେ ନିଜେ ସ୍ୱପ୍ନ କିମ୍ବା ସତ୍ୟ ବିଷୟରେ ଲେଖିପାରିବେ , ଚାହିଁଲେ ଗୋଟିଏ ସ୍ତମ୍ଭରେ ଲେଖି ଅନ୍ୟଟିକୁ collab ନିମନ୍ତେ ଖାଲି ଛାଡିପାରିବେ, ଚାହିଁଲେ ଅନ୍ୟ କାହା ସହ collab କରି ପାରିବେ। ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। କେବଳ ଏହି ସମୟ ସୀମା ମଧ୍ୟରେ ଲିଖିତ ରଚନା ଗୁଡିକୁ ହିଁ ଭାଇନା ପଢିବେ ଏବଂ ତନ୍ମଧ୍ୟରୁ ଶ୍ରେଷ୍ଠ ବିବେଚିତ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ଗୋଟିଏ ଲେଖାକୁ ଉଲ୍ଲେଖ କରାଯିବ ନାହିଁ। ଯେତୋଟି ଲେଖା ଭାଇନାଙ୍କୁ ପସନ୍ଦ ଆସିବ ସବୁ ଗୁଡିକୁ ସ୍ୱତନ୍ତ୍ର ଉଲ୍ଲେଖ ଦିଆଯିବ। 

ଏହି rapid fire ଅନ୍ତରେ ଆପଣମାନଙ୍କ ପାଇଁ ଅପେକ୍ଷା କରିଛି ଆଉ ଏକ ସୁନ୍ଦର ସାପ୍ତାହିକ ପ୍ରତିଯୋଗିତା । ଯେଉଁ ଲେଖକମାନଙ୍କୁ ଉଲ୍ଲେଖ ମିଳିବ ଆଜିର rapid fire ରେ ତାଙ୍କୁ ଭାଇନାଙ୍କ ତରଫରୁ ସ୍ୱତନ୍ତ୍ର ଏକ ଆମନ୍ତ୍ରଣ ଦିଆଯିବ ଆଗାମୀ ପ୍ରତିଯୋଗିତା ନିମନ୍ତେ। 

ଶୁଭେଚ୍ଛା ଓ ଶୁଭକାମନା।