#ନିଆଁ# In caption ନିଜ ଭିତରେ ସେ ନିଆଁ ଧରି ରଖିପାରେ ପୁଣି ପାଉଁଶ ସାଇତି କେତେ କିଏ ପୋଡ଼ା କାଠ ଧରି ଠିଆ ହୁଅନ୍ତି ନିଜେ କଙ୍କାଳ ସାଜି ସେ ତ କେବେ ଚାହିଁ ନଥିଲା ନିଆଁ ହବାକୁ ନିଆଁ କରିବାକୁ ତା ଆଖିର ଡୋଳା ଲାଲ୍ ରଙ୍ଗର ନିଜ ଇଜ୍ଜତ ଭିତରେ କାହିଁ ତା' ରଙ୍ଗହୀନ ଜ୍ଵାଳା! ସମସ୍ତେ ଦିନେ ଆସୁଥିଲେ ନିଜକୁ ଶୀତଳ କରେଇବାକୁ ତା ପାଖକୁ ହେଲେ ଏତିକି ଖାଲି କହି ଦେଉଥିଲେ;