Nojoto: Largest Storytelling Platform

କବିତା ମୋ ପ୍ରେମର ପରିଭାଷା ଯେବେ ଯେବେ କଲମ ଚାଲିଛି ମୋର ପ

କବିତା ମୋ ପ୍ରେମର ପରିଭାଷା
ଯେବେ ଯେବେ କଲମ ଚାଲିଛି
ମୋର ପ୍ରତ୍ୟେକ ସ୍ମୃତି ଅନୁଭୂତି 
କବିତାର ରୂପ ନେଇଛି
ପ୍ରତି ଅକ୍ଷରେ ସେଠି ନିଜକୁ
ଯେବେ ଅନୁସନ୍ଧାନ କରିବ
ଖାଲି ପ୍ରତିଶୃତି ନୁହଁ
ନିଜ ଭିତରେ ମତେ ପାଇବ
 ଦିନେ ତୁମେହିଁ ତ ଲେଖି ଥିଲ ଶବ୍ଦରେ !

#yqbhaina #yqodia #muodia #odiapoetry  #odiawritings #odiaquotes    #YourQuoteAndMine
Collaborating with Dharitri Panigrahi
କବିତା ମୋ ପ୍ରେମର ପରିଭାଷା
ଯେବେ ଯେବେ କଲମ ଚାଲିଛି
ମୋର ପ୍ରତ୍ୟେକ ସ୍ମୃତି ଅନୁଭୂତି 
କବିତାର ରୂପ ନେଇଛି
ପ୍ରତି ଅକ୍ଷରେ ସେଠି ନିଜକୁ
ଯେବେ ଅନୁସନ୍ଧାନ କରିବ
ଖାଲି ପ୍ରତିଶୃତି ନୁହଁ
ନିଜ ଭିତରେ ମତେ ପାଇବ
 ଦିନେ ତୁମେହିଁ ତ ଲେଖି ଥିଲ ଶବ୍ଦରେ !

#yqbhaina #yqodia #muodia #odiapoetry  #odiawritings #odiaquotes    #YourQuoteAndMine
Collaborating with Dharitri Panigrahi