Red sands and spectacular sandstone rock formations ଶୀତୁଆ ସଂଜ ରେ ଗରମ ଚା' ର ଉଷୁମ ଧୂଆଁ ରେ ସ୍ବପ୍ନ ଦେଖୁଥିବା ପ୍ରେମିକା ଟିଏ ସେ.. ଫାଜିଲ୍ ପବନ ଦୁଷ୍ଟାମୀ ରେ ଆଙ୍କୁଥାଏ କେତେ ସ୍ବପ୍ନ..; କେହି କହିଦେଲେ ଋଷି ଯାଏ ମନେଇ ଦେଲେ ପୁଣି ମାନି ଯାଏ, ଇନ୍ଦ୍ରଧନୁର ରଙ୍ଗ ନେଇ ପୁଣି ନିଜ କୁ ସଜେଇ ଦିଏ,। ଅବୁଝା ନାୟିକା ସେ, ଅଭିମାନୀ ମୋ ପ୍ରିୟତମା ଜାଣିଛ,ପ୍ରେମିକା ପଣ ଟିଏ ଅଛି ବୋଲି ତ ଯେତେ ସବୁ ଯନ୍ତ୍ରଣା କୁ ସାଉଁଟି ନେଇ ନିନ୍ଦା,ଅପବାଦ କୁ ଆଡେଇ ଦେଇ ପ୍ରେମ ଦେଇଯାଏ ପ୍ରୀତି ରେ,ତୃପ୍ତି ରେ,.I ©Subrat Kanungo #Sands