Nojoto: Largest Storytelling Platform

ଇଚ୍ଛା ରୁ ଅନିଚ୍ଛାର ଦୂରତା କେତେ ହୋଇପାରେ କିଛି କ୍ଷଣ, ଦି

ଇଚ୍ଛା ରୁ ଅନିଚ୍ଛାର ଦୂରତା
କେତେ ହୋଇପାରେ
କିଛି କ୍ଷଣ, ଦିନ କିମ୍ବା କିଛି ବର୍ଷ ।
ସହଜ ମନେ ହେଉଥିଲେ ମଧ୍ୟ
ଏହି ଗଣିତ ଏତେ ସହଜ ନୁହେଁ

©Tafizul Sambalpuri
  #ଓଡ଼ିଆକବିତା

#ଓଡ଼ିଆକବିତା

285 Views