Nojoto: Largest Storytelling Platform

ପ୍ରଶ୍ନ: ଟଙ୍କା ବଦଳ ରେ ଯଦି ଲୁହର ବ୍ୟବସାୟ ହୁଅନ୍ତା ଆଜି

ପ୍ରଶ୍ନ:
 ଟଙ୍କା ବଦଳ ରେ ଯଦି ଲୁହର ବ୍ୟବସାୟ ହୁଅନ୍ତା ଆଜି ସବୁଠୁ ବେଶୀ ଖୁସି କିଏ ରହିଥାନ୍ତା?
ଉତ୍ତର:
ସୁବିଧାବାଦୀ ମଣିଷ ନିଶ୍ଚୟ ଏହାର ବାଟ ଖୋଜନ୍ତା ଦୁଃଖୀ କୁ ବନ୍ଦୀ କରି ଲୁହ ଲୁଟି ନିଅନ୍ତା।ଆଉ ଲୁହ ବଦଳରେ ତା ହାଲୁକା ପଣର ମଜାକ୍ ଉଡ଼ାନ୍ତା।ଖୁସି ରେ ହକ ଯାହାର ଥାଉ ନା କାହିଁକି ସବୁବେଳେ ଜୋର୍ ଜାର୍ ମୁଲକ୍ ତାର୍ ହୁଅନ୍ତା। Benu Gopal Mohanta 
#yqbhaina#ସମସ୍ୟାସମାଧାନ 
#କାବେରୀ