Nojoto: Largest Storytelling Platform

ସୁନ୍ଦର ଦୁନିଆ ଭିତରେ ତୁମେ ମୋ ରାଜକୁମାର ତୁମ ବିନା ଏ ଦୁନ

ସୁନ୍ଦର ଦୁନିଆ ଭିତରେ ତୁମେ ମୋ ରାଜକୁମାର
ତୁମ ବିନା ଏ ଦୁନିଆ ସମ୍ପୂର୍ଣ୍ଣ ଲାଗେ ଅନ୍ଧାର
ତୁମେ ମୋ ବିଶ୍ୱାସ, ତୁମେ ମୋ ଭରଷା
ସେଥିପାଇଁ ତ ଆମର ଏ ଭଲପାଇବାରେ ଲୋକଙ୍କର ନାହିଁ ସିନା ଭରଷା ହେଲେ ମୋର ତୁମ ଉପରେ ଅଛି ଯଥେଷ୍ଟ ଭରଷା
ସେଥିପାଇଁ ମୁଁ ଅଦିନରେ ଖୋଜେ ପ୍ରେମର ଟିକେ ବରଷା

©Diptimayee Nayak
  #prema #Love #viral #treanding #odiawritings #odiakabita #odianojoto #ତୁମେ #ମୋ #ବିଶ୍ୱାସ

#prema Love #viral #treanding #odiawritings #odiakabita #odianojoto #ତୁମେ #ମୋ #ବିଶ୍ୱାସ #ପ୍ରେମ

72 Views