Find the Best ପ୍ରେମ Shayari, Status, Quotes from top creators only on Nojoto App. Also find trending photos & videos aboutପ୍ରେମ, ପ୍ରେମଚିତ୍କାର, ପ୍ରେମପରିଭାଷା, ଏମିତି_ଏ_ପ୍ରେମ, ପ୍ରେମରୁପଦେ,
Rajguru
White ରାତି ଉଜାଗର ରହି ତା' ସ୍ଵପ୍ନ ଦେଖେ ସେ ଆଉ କାହା ପ୍ରେମରେ ନିଜକୁ ବିକେ ।। ©Rajguru #Couple
Urmia jena
White ଅନ୍ଧାର ରାତିର ସୋପ୍ନର ରାଇଜେ ତମକୁ ଖୋଜେ ମୁଁ ସାଥୀ କାହିଁ କେତେ ଦୁରେ ଅଛ ତୁମେ ସାଥୀ ତମକୁ ଖୋଜେ ମୋ ଆଖି ©Urmia jena #Sad_Status
Rajguru
White 🧑💼- ବେଳେବେଳେ ଏମିତି ହୁଅନ୍ତା ! ସବୁ କିଛି ଛାଡ଼ି ବହୁଦୂରକୁ ଚାଲିଯାଆନ୍ତେ ତୁମେ ଆଉ ମୁଁ । ନିରୋଳାରେ କେତେ ଗପନ୍ତେ, ମୋ କୋଳରେ ମୁଣ୍ଡ ରଖି କେତେ ଅଭିମାନର କଥା କୁହନ୍ତ ଆଉ ମୁଁ ଅବୋଧ ଶିଶୁଟେ ପରି ସବୁ ଶୁଣନ୍ତି | ସତରେ କେତେ ଭଲ ହୁଅନ୍ତା !❤️! 👰- ଧେତ୍, ତମେ ବି ନା !❤️! ©Rajguru #love_shayari #ରାଜଗୁରୁ #rajguru
#love_shayari #ରାଜଗୁରୁ #rajguru
read more℘ųཞŋą ƈɧąŋɖཞą ཞąŋą
White हम रहेंगे हमेशा तुम्हारे साथ निभाएंगे तुम्हारा वादा तुम प्रेम का हो नवरतन तुम्हारे प्यार में हम फिदा ।। यह रब ने क्या बनाया खूब जुल्फों है काला काला मैं दरिया का हूं गहरा पानी तुम मोतियों के हो माला ।। ©℘ųཞŋą ƈɧąŋɖཞą ཞąŋą #love_shayari
ଶ୍ରଦ୍ଧାଶିଷ୍......
ଦେଖୁନ୍ ଦେଖୁନ୍ ଵିହାକେ ଆମର୍ ବଛ୍'ରେ ଗଲା ପୁରି.. ବୁହୁଥାଉ ଆମର୍ ସମ୍ପର୍କର୍ ଧାର୍ ହେବାର୍ ତକ୍ ବୁଢ଼ା ବୁଢି । ତୁମର୍ ସାଙ୍ଗେ ମୋର୍ ଭାଗ୍ୟ ଜୁଡ଼ିଛେ ବିଧାତାର୍ ଆଶିର୍ବାଦେ , ଜନମ୍ ଜନମ୍ ଲାଗି ବାନ୍ଧି ହେମା ବୋଲି ସେହ୍ନୋ ପେରେମ୍ ର ଭାବେ । କରିଆ ଖାଇଛେଁ ଶୁଭ ବେଦିଥି ଯେ ତୁମର୍ ସାଙ୍ଗେ ଥିମି ସୁଖେ ଦୁଖେ, ଜୀବନର୍ ବାଟ୍ ଚାଲୁଥିମି ଛନ୍ଦି ମୋର୍ ହାତ୍ ତୁମର୍ ହାତେ। ଝଟ୍'କୁଥାଉ ମୋର୍ ମୁଡ଼ର୍ ସିନ୍ଦୁର୍ , ଚୁରି ଲାଖ ମୋର୍ ହେଉ ବଜର୍ , ଏତେ ତୋର୍ ପାଖେ ଅର୍ଦଲି , ଅହି ସୁଲକ୍ଷଣୀ ହେଇଥିମି ମାଁ ସାହା ହେବୁ ଗୋ ପାଟଣେଶିରି । ©ଶ୍ରଦ୍ଧାଶିଷ୍...... love
love
read more℘ųཞŋą ƈɧąŋɖཞą ཞąŋą
Kiss Day quotes दिल कहता है तुम्हें चूम लूं प्यार की दरिया में झूम लूं यह जिंदगी तो दो दिन का प्रेम की दरिया में एक बार डूब लूं ।। ©℘ųཞŋą ƈɧąŋɖཞą ཞąŋą #KissDay
℘ųཞŋą ƈɧąŋɖཞą ཞąŋą
तुम हमेशा रहो मेरी राहों में हम रहेंगे तुम्हारी बाहों में यह है दिल की मुलाकात हम हर वक्त तुम्हारे साथ ।। ©℘ųཞŋą ƈɧąŋɖཞą ཞąŋą #hugday
℘ųཞŋą ƈɧąŋɖཞą ཞąŋą
तुम हमेशा रहो मेरी राहों में हम रहेंगे तुम्हारी बाहों में यह है दिल की मुलाकात हम हर वक्त तुम्हारे साथ ।। ©℘ųཞŋą ƈɧąŋɖཞą ཞąŋą #hugday
℘ųཞŋą ƈɧąŋɖཞą ཞąŋą
promise day quotes in Hindi मुराद है तुम हमेशा हंसते रहो दुःख तुम्हारा हम ले लेंगे शपथ है यह जीवन का जिंदगी को तुम्हारा नाम कर देंगे ।। ©℘ųཞŋą ƈɧąŋɖཞą ཞąŋą #PromiseDay
℘ųཞŋą ƈɧąŋɖཞą ཞąŋą
Teddy day quotes in Hindi मैं तुम्हारे दिल में शाम मेरे दिल में तुम सवेरा फलक पर तुम्हारी नाम टेडी बेयर जैसे मासूम चेहरा ।। ©℘ųཞŋą ƈɧąŋɖཞą ཞąŋą #Teddyday#Love
#teddydayLove
read more