Nojoto: Largest Storytelling Platform

ତା ଆଖିରେ ପ୍ରେମ ଖୋଜେ ମୁଁ ଓଠ ବୁଡେଇ ସମୁଦ୍ରରେ, ଲୁଣ ପି

ତା ଆଖିରେ 
ପ୍ରେମ ଖୋଜେ ମୁଁ
ଓଠ ବୁଡେଇ ସମୁଦ୍ରରେ,
ଲୁଣ ପିଇ
ବତୁରିବାକୁ ମୁଁ ରାଜି 
ସେ ଢେଉକୁ ଖୁବ୍ ଡରେ !!

©Nirlipta
  #Nirlipta
nirlipta9316

Nirlipta

Silver Star
New Creator

#Nirlipta

307 Views