Nojoto: Largest Storytelling Platform

------ହସ---- ମାଆ ହସି ଦେଇଥାଏ ମମତାର ହସ ଆଉ ଶିଶୁଟିର ହସ

------ହସ----
ମାଆ ହସି ଦେଇଥାଏ ମମତାର ହସ ଆଉ ଶିଶୁଟିର ହସ ପବିତ୍ର, ପ୍ରେମିକାର ହସକୁ ଦେଖିଦେଲେହୋଇଯାଏ ପ୍ରେମିକାର ନେତ୍ର ପବିତ୍ର ଆଉ ମୋ ସୁନ୍ଦର ଆଗଣାର (Nojoto)ଭାଇ ଓ ଭଉଣୀମାନଙ୍କ ହସରେ ଆମ ଅଗଣା ହସିଉଠେ ଓ ଅଗଣାରେ  ସୁଖ ପ୍ରସାରେ।ହସ ଜୀବନର ଅମୂଲ୍ୟ ଗହଣା ହସ ମନ୍ଦାକିନୀ ଧାରା ପାବନ ଅମୃତ ହସର ଫୁଆରା ହେଉ ଓଠର ସାହାରା।

©Priyabrat Dehury #flowers  prachi Jyoti Gupta shweta menariya official Mohit