Nojoto: Largest Storytelling Platform
priyabratdehury9594
  • 22Stories
  • 106Followers
  • 205Love
    5.9KViews

Priyabrat Dehury

always keep smiling on your face

  • Popular
  • Latest
  • Video
0352b8f04adf2293910ff3905ad21dc3

Priyabrat Dehury

ତୁମେ ଭୁଲ ନୁହଁ କି ମୁଁ ଭୁଲ ନୁହଁ
ଭୁଲ ତ ସବୁ ଏ ଦୁନିଆର,
କଳନା କରିବାକୁ ତୁମକୁ କିଏ ବା କହିଛି
ସମୟ ତ ଦେବ ତାର ଉତ୍ତର  ।।

©Priyabrat Dehury 
  After a long interval

After a long interval #Shayari

0352b8f04adf2293910ff3905ad21dc3

Priyabrat Dehury

maa

#sorrow  Prem Lata Solanki Anwesha Rath Manoj kumar Krishan Sharma Anshu writer

maa #sorrow Prem Lata Solanki Anwesha Rath Manoj kumar Krishan Sharma Anshu writer #ପ୍ରେରଣା

0352b8f04adf2293910ff3905ad21dc3

Priyabrat Dehury

ସ°ସାର ଯନ୍ତ୍ରଣା ଛାତିରେ ଲୁଚେଇ
ସଭିଙ୍କ ଆଗେ ଦେଖାଉ ମୁରୁକି ହସ,
ଜହ୍ନ ଠାରୁ ଶୀତଳ ପୁଣି କୋମଳ ତୁମେ
ନାହିଁ ତୁମ ପାଶେ କାହା ପାଇଁ ରୋଷ।

©Priyabrat Dehury
0352b8f04adf2293910ff3905ad21dc3

Priyabrat Dehury

ଘର ତିଆରି ଚାଲିଛି।କାମ କରୁଛନ୍ତି କୁଲି,ରାଜମିସ୍ତ୍ରୀ ଆଉ ଇଞ୍ଜିନିୟର।ତିନିଜଣଯାକ ପେଟ ପୋଷିବା ପାଇଁ କାମ କରୁଛନ୍ତି।କାମର ପ୍ରକାର ଭିନ୍ନଭିନ୍ନ ହେଲେ ମଧ୍ୟ କାମ ଦୃଷ୍ଟିରୁ ସବୁ କାମ।ଠିକ୍ ଯେମିତି ଚେହେରାର ରଙ୍ଗ ଭିନ୍ନଭିନ୍ନ ହେଲେ ମଧ୍ୟ ମନୁଷ୍ୟ ଦୃଷ୍ଟିରୁ ସମସ୍ତେ ସମାନ।ଖାଇବା, ପିଇବା, ଶୋଇବା, କଷ୍ଟ ଭୋଗିବା,ସୁଖ ଭୋଗିବା ତିନିଜଣ ପାଇଁ ସମାନ ଏବଂ ମୃତ୍ୟୁ ସୁନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ସମାନ।ଖାଇବା ବସ୍ତୁ ଭିନ୍ନ ହୋଇ ପାରେ କିନ୍ତୁ ଭୋକ ସମାନ।ଶୋଇବା ସ୍ଥାନ ଭିନ୍ନ ହୋଇ ପାରେ କିନ୍ତୁ ନିଦ ସମାନ।ଏହାକୁ ଯିଏ ବୁଝେ ଓ ଅନ୍ୟ ମାନଙ୍କୁ ସାନ ବା ବଡ ରୂପରେ ଦେଖେନାହି ସେ ହିଁ ଜୀବନକୁ ଧନ୍ୟ କରିଛନ୍ତି।ସେ କୁଲି ହୁଅନ୍ତୁ କି ଇଞ୍ଜିନିୟର।

©Priyabrat Dehury ସମସ୍ତେ ସମାନ

#rain

ସମସ୍ତେ ସମାନ #rain #ଚିନ୍ତାଧାରା

0352b8f04adf2293910ff3905ad21dc3

Priyabrat Dehury

ମା  ପରି କିଏ ହେବ

ମାଆ ପରି କିଏ ହେବ
ବୁଲି ଆସିଲେ ସେ
ପଣତ କାନିରେ ଝାଳ ସବୁ ପୋଛି
ଖାଇଛୁ କି ନାହିଁ ପଚାରିଦେବ।

ମାଆ ପରି କିଏ ହେବ
ସ୍ନେହ ମମତାର
ଅତୁଟ ବନ୍ଧନରେ ବାନ୍ଧି
ଆଉ ଦିଟା ଖାଇ ଦେ ବୋଲି କହୁଥିବ।

ମାଆ ପରି କିଏ ହେବ
ଠାକୁର ପାଖରେ
ଶ୍ରୀ ଫଳ ବସାଇ ଫୁଲକୁ
ଚଢାଇ ମାନସିକ କରୁଥିବ।

ମାଆ ପରି କିଏ ହେବ
ମନ ଦୁଃଖ ଥିଲେ
ବାରମ୍ବାର ଆସି କାମ ବାହାନାରେ
ଦେଖି ମୋତେ ସାହସ ଦେଉଥିବ।

ମାଆ ପରି କିଏ ହେବ
ପ୍ରେମର ଅତୁଟ
ବନ୍ଧନରେ ବାନ୍ଧି ନିଜେ ନ
ଖାଇ ପିଲା ପାଇଁ ରଖିଥିବ।

ପ୍ରିୟବ୍ରତ ଦେହୁରୀ
ଢେଙ୍କାନାଳ

©Priyabrat Dehury ମା ପରି କିଏ ହେବ
#Luminance

ମା ପରି କିଏ ହେବ #Luminance #କବିତା

0352b8f04adf2293910ff3905ad21dc3

Priyabrat Dehury

Mat Gussa Karo Kisi Par Itna,
Ki Waqt Ke Faasle Par Aapko Bhi Afsos Ho Jaaye.
Kal Kya Pata Aap Miss Kare,
Aur Wo Hamesha Ke Liye Miss Ho Jaye..!

#Ab Bas karo(Gussa)

©Priyabrat Dehury Ab Bas Karo (Gussa)

#Journey  Anshu writer  Krishan Sharma Prem Lata Solanki Anwesha Rath Manoj kumar

Ab Bas Karo (Gussa) #Journey Anshu writer Krishan Sharma Prem Lata Solanki Anwesha Rath Manoj kumar #ଚିନ୍ତାଧାରା

0352b8f04adf2293910ff3905ad21dc3

Priyabrat Dehury

#Flute  Prem Lata Solanki Anshu writer  shweta menariya Manoj kumar Jyoti Gupta

#Flute Prem Lata Solanki Anshu writer shweta menariya Manoj kumar Jyoti Gupta #ଜୀବନ

0352b8f04adf2293910ff3905ad21dc3

Priyabrat Dehury

MAA Jyoti Gupta shweta menariya Anwesha Rath Manoj kumar Prem Lata Solanki

MAA Jyoti Gupta shweta menariya Anwesha Rath Manoj kumar Prem Lata Solanki #କବିତା

0352b8f04adf2293910ff3905ad21dc3

Priyabrat Dehury

#Kathakaar
0352b8f04adf2293910ff3905ad21dc3

Priyabrat Dehury

ଜଗତର ଯେ କୌଣସି ବସ୍ତୁ ପରି ଆମର ଶରୀର ଗୋଟିଏ ବସ୍ତୁ।ଶରୀରର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର। ମନକୁ ମିଶାଇ ଶରୀର। ବାହ୍ୟ ଜଗତର ବସ୍ତୁ ଓ ବ୍ୟକ୍ତି ବିଶେଷଙ୍କ ସାହାଯ୍ୟ ଆଧାରରେ ଶରୀର ନିର୍ବାହ ହୋଇ ଥାଏ। ସ୍ଥୂଳ ଶରୀର ପାଇଁ ଆବଶ୍ୟକ ଖାଦ୍ୟ, ଜଳ, ପରିଶ୍ରମ ଓ ଆରାମ। ବିଧାତା ଆପଣଙ୍କୁ ଯେଉଁ ପରିସ୍ଥିତିରେ ରଖିଛନ୍ତି ତାହାର ଆଧାରରେ ଏ ସବୁ ଗ୍ରହଣ କରି ତାଙ୍କଠାରେ କୃତଜ୍ଞ ହେବା। ସୁସ୍ଥ ମନ ପାଇଁ ଆବଶ୍ୟକ ସତ ଅଧ୍ୟୟନ କରି ତଦ୍ଅନୁସାରେ କର୍ମ କରିବା। ଏତିକି ତ ଜୀବନ। ପାଳନ କରନ୍ତୁ ଓ ଖୁସିରେ ରୁହନ୍ତୁ।

©Priyabrat Dehury ଜୀବନର ସୁନ୍ଦର ଅନୂଭୁତିରୁ କିଛି

#horror

ଜୀବନର ସୁନ୍ଦର ଅନୂଭୁତିରୁ କିଛି horror #Life

loader
Home
Explore
Events
Notification
Profile