Nojoto: Largest Storytelling Platform

ତୋର ଏଇ ପ୍ରେମ ମୋତେ ପାଗେଳୀ ସଜେଇ ଦିଏ ସେଥିପାଇଁ ତ ମୁଁ ଗ

ତୋର ଏଇ ପ୍ରେମ
ମୋତେ ପାଗେଳୀ ସଜେଇ ଦିଏ
ସେଥିପାଇଁ ତ
ମୁଁ ଗୋଟେ ମୁହୂର୍ତ୍ତ ବି
ତୋ ବିନା ଏକା ରହିପାରେନି

©Diptimayee Nayak
  #couples #Love