White ମାଡି ଆସେ ଦେଖ ତମସା ରଜନୀ କଙ୍କାଳ କରନ୍ତି ଅଟ୍ଟହାସ୍ୟ କେବେତୁ ବୁଝିବୁ ମୁଢ ଏ ରହସ୍ୟର ତତ୍ୱ ଗୂଢ ପଡିଥିବୁ ମୁହଁ ମାଡି ଆଗେ ଆଗେ ଥିବ ପାପ ଦହ ଦହ ଘଡ଼ି ପାରୁଯଦି କର ଗୁହାରି ବେନି କର ତୋର ଯୋଡି ।। ©Subrat Jena(lyricist ) #mystry of life#saint life#culture of sanatani