Nojoto: Largest Storytelling Platform

💖💞💖 ଏ ଛାତିରେ ଧକ୍ ଧକ୍ ହେଲେ ସେ ହୃଦୟରେ ଅନୁଭବ ହେଉ

💖💞💖
ଏ ଛାତିରେ ଧକ୍ ଧକ୍ ହେଲେ 
ସେ ହୃଦୟରେ  ଅନୁଭବ ହେଉଛି
 ଏ ଆଖି ଶୋଇଲେ ସେ ଆଖି ଚେଉଁଛି
 ଏ ମନ ଖୋଜିଲେ ସେ ମନ ପାଉଛି
ଜାଣେନା କେବେ ମୋ ଘରକୁ ସେ ଆସୁଛି !!

 ବିନା ବତାସରେ ବାଆ ବହୁଛି 
ମାଟିକୁ ଚୁମି ଆକାଶ କହୁଛି 
 ଜାଣେନା କେବେ ସେ ମୋ ଘରକୁ ଆସୁଛି !!

  ଧକ୍ ଧକ୍ ହୃଦ ସ୍ପନ୍ଦନ ମୋ କହୁଛି
ଜାଣେନା କେବେ ସେ ମୋ ଘରକୁ ଆସୁଛି !!

©Rajguru #heartbit #Rajguru

#proposeday  Kumbh Singh Sameer Ankita Mishra Nandu Raj SANA@
💖💞💖
ଏ ଛାତିରେ ଧକ୍ ଧକ୍ ହେଲେ 
ସେ ହୃଦୟରେ  ଅନୁଭବ ହେଉଛି
 ଏ ଆଖି ଶୋଇଲେ ସେ ଆଖି ଚେଉଁଛି
 ଏ ମନ ଖୋଜିଲେ ସେ ମନ ପାଉଛି
ଜାଣେନା କେବେ ମୋ ଘରକୁ ସେ ଆସୁଛି !!

 ବିନା ବତାସରେ ବାଆ ବହୁଛି 
ମାଟିକୁ ଚୁମି ଆକାଶ କହୁଛି 
 ଜାଣେନା କେବେ ସେ ମୋ ଘରକୁ ଆସୁଛି !!

  ଧକ୍ ଧକ୍ ହୃଦ ସ୍ପନ୍ଦନ ମୋ କହୁଛି
ଜାଣେନା କେବେ ସେ ମୋ ଘରକୁ ଆସୁଛି !!

©Rajguru #heartbit #Rajguru

#proposeday  Kumbh Singh Sameer Ankita Mishra Nandu Raj SANA@