Nojoto: Largest Storytelling Platform

THE JOURNEY-11 I failed to know When you became

THE JOURNEY-11

I failed to know 
When you became a wife from a beloved, 
from a beloved my mother.
I think when someone becomes a mother, 
she remains a mother forever.
Motherhood overshadows the beloved in her.
I did not know it
Very few men understand it.

When I look at your eyes
I more see my mother in it
In her absence it is you who held 
and sustained me
I am a little lamp,
faintly twinkling under bright sunshine
If possible be there,
shining all the way with all your splendour till the lamp is twinkling. 

ଯାତ୍ରା-11

ମୁଁ ଜାଣି ପାରିଲି ନାହିଁ 
କେତେବେଳେ ତମେ ପ୍ରେମିକାରୁ ସ୍ତ୍ରୀ, 
ସ୍ତ୍ରିରୁ ମା ହୋଇଗଲ 
ଥରେ ମା ହୋଇଗଲା ପରେ 
ସବୁ ସ୍ତ୍ରୀ ମାନେ ବୋଧେ ଖାଲି ମା ହୋଇ ରହିଯାନ୍ତି 
ମୁଁ ଜାଣି ନଥିଲି 
କ୍ଵଚିତ ପୁଅ ବୋଧେ ଏକଥା ଜାଣିଥାନ୍ତି 

ଏବେ ଯଦି ମୁଁ ତମ ଆଖିକୁ ଚାହେଁ 
ମୋ ମା ମତେ ବେଶୀ ଦେଖାଯାଏ 
ତା ଅଵର୍ତମାନରେ ତମେହିଁ ତ ମତେ ଧରି ରଖିଛୁ 
ତମ ନିଅନ ଆଲୁଅ ତାଳେ 
ମିଞ୍ଜି ମିଞ୍ଜା ହୋଇ ଜଳିବାରେ ମୋର  ଆନନ୍ଦ 
ପାର ଯଦି ସେମିତି ଜଳୁଥାଅ
ମୁଁ ଲିଭି ଯିବା ଯାଏ 

ସ୍ମୃତି ରଞ୍ଜନ ମହାନ୍ତି © #THE JOURNEY-11

I failed to know 
When you became a wife from a beloved, 
from a beloved my mother.
I think when someone becomes a mother, 
she remains a mother forever.
Motherhood overshadows the beloved in her.
THE JOURNEY-11

I failed to know 
When you became a wife from a beloved, 
from a beloved my mother.
I think when someone becomes a mother, 
she remains a mother forever.
Motherhood overshadows the beloved in her.
I did not know it
Very few men understand it.

When I look at your eyes
I more see my mother in it
In her absence it is you who held 
and sustained me
I am a little lamp,
faintly twinkling under bright sunshine
If possible be there,
shining all the way with all your splendour till the lamp is twinkling. 

ଯାତ୍ରା-11

ମୁଁ ଜାଣି ପାରିଲି ନାହିଁ 
କେତେବେଳେ ତମେ ପ୍ରେମିକାରୁ ସ୍ତ୍ରୀ, 
ସ୍ତ୍ରିରୁ ମା ହୋଇଗଲ 
ଥରେ ମା ହୋଇଗଲା ପରେ 
ସବୁ ସ୍ତ୍ରୀ ମାନେ ବୋଧେ ଖାଲି ମା ହୋଇ ରହିଯାନ୍ତି 
ମୁଁ ଜାଣି ନଥିଲି 
କ୍ଵଚିତ ପୁଅ ବୋଧେ ଏକଥା ଜାଣିଥାନ୍ତି 

ଏବେ ଯଦି ମୁଁ ତମ ଆଖିକୁ ଚାହେଁ 
ମୋ ମା ମତେ ବେଶୀ ଦେଖାଯାଏ 
ତା ଅଵର୍ତମାନରେ ତମେହିଁ ତ ମତେ ଧରି ରଖିଛୁ 
ତମ ନିଅନ ଆଲୁଅ ତାଳେ 
ମିଞ୍ଜି ମିଞ୍ଜା ହୋଇ ଜଳିବାରେ ମୋର  ଆନନ୍ଦ 
ପାର ଯଦି ସେମିତି ଜଳୁଥାଅ
ମୁଁ ଲିଭି ଯିବା ଯାଏ 

ସ୍ମୃତି ରଞ୍ଜନ ମହାନ୍ତି © #THE JOURNEY-11

I failed to know 
When you became a wife from a beloved, 
from a beloved my mother.
I think when someone becomes a mother, 
she remains a mother forever.
Motherhood overshadows the beloved in her.