Nojoto: Largest Storytelling Platform

ମକର ଚାଉଳ ଖାଇ ମକର ବସିବା ଦିନ ଗୁଡି ସହ ଗୁଡି ହୋଇ ଉଡିବାର

ମକର ଚାଉଳ ଖାଇ ମକର ବସିବା ଦିନ
ଗୁଡି ସହ ଗୁଡି ହୋଇ ଉଡିବାର ଦିନ
କେଜାଣି କୁଆଡେ ଯେ ହଜିଗଲା
 ସେ ଦିନ ଆଉ ମନ

©Sangha Mitra Raiguru
  #Quotes 
#Reality 
#Social 
#makarsakranti 
#love
#Life