White ସେ ମୁକ୍ତା ପ୍ରତି ନିମିଷରେ ଛୋଟ ବାଳିକା ପରି ଡେଉଁ ଥାଏ ମୁକ୍ତା ସବୂ ପ୍ରତି କ୍ଷଣେ ବଡ ହେଉଥାଏ ପୁଣି ସାନ ହେଉଥାଏ। ଜଳଟୋପା ପଦ୍ମପତ୍ରରେ ଯେବେ ଯେବେ ମୁକ୍ତା ସାଜୁଥାଏ ହିମାଳୟ ପର୍ବତ ଉପରୁ କାବ୍ୟ ଗଙ୍ଗା ଝରି ଝରି ଯାଏ। #ଶୁଭ ସକାଳ # ©Joy Krishna Behera କବିତା