Nojoto: Largest Storytelling Platform

ଜୀବନ ରାସ୍ତାରେ ଚାଲୁଚାଲୁ କେତେବେଳେ ଯେ ତୁମ ସଂସ୍ପର୍ଶରେ

ଜୀବନ ରାସ୍ତାରେ ଚାଲୁଚାଲୁ କେତେବେଳେ ଯେ ତୁମ
 ସଂସ୍ପର୍ଶରେ ଆସିଗଲି ଆଉ ତୁମ କାନ୍ଧରେ ମଥାରଖି ଦୁନିଆର ରଂଗୀନ ସ୍ୱପ୍ନଦେଖିବାରେ ମଜ୍ଜିଗଲି ଜାଣିପାରିଲିନି | ତୁମ ନରମ ହାତର ପ୍ରତିଟି ସ୍ପର୍ଶ କାହିଁ ଏକ ଅଜଣା ଶିହରଣ ପୁଲକ ମୋ ସମଗ୍ର ଶରୀର ମଧ୍ୟରେ ଖେଳେଇଦେଉଥିଲା ,ଏମିତି ଲାଗୁଥିଲା ତୁମ ପରଶ ପାଇବା ପାଇଁ ଏ ମନ 
ପ୍ରତି ମୂହୁର୍ତ୍ତରେ ଏକାକୀପଣ ଅନୁଭବ କରୁଥିଲା |

©Rajguru
  #amirkhan #ରାଜଗୁରୁ #ପ୍ରେମପରିଭାଷା Dhanraj Gamare Babita Kumari  Sk Manjur Devrajsolanki Sanjana
rajguru7213

Rajguru

Bronze Star
New Creator

#amirkhan #ରାଜଗୁରୁ #ପ୍ରେମପରିଭାଷା Dhanraj Gamare Babita Kumari Sk Manjur Devrajsolanki Sanjana

105 Views