couple of words change everything of my life...... "ଯଦି ତୁମେ କାହାକୁ ଖୁସି ଦେଇପାରିବ ନାହିଁ, ତେବେ କାହା ମନରେ ଦୁଃଖ ଦେବାର ତୁମର ଅଧିକାର ନାହିଁ।" These couple of words are spoken by my honorable & my ideal person my Father..... #NojotoQuote My father told me last n8 ଅନ୍ୟକୁ ଦୁଃଖ ଦେଇ ଖୁସି ମିଳେ ନାହିଁ, ଅନ୍ୟର ଖୁସିରେ ପ୍ରକୃତ ଆନନ୍ଦ ମିଳେ ।