Nojoto: Largest Storytelling Platform

Subrat Kumar Biswal ଙ୍କ ପ୍ରଶ୍ନ, ଆଜି ବି ସମାଜରେ ଦେଖ

Subrat Kumar Biswal ଙ୍କ ପ୍ରଶ୍ନ,

ଆଜି ବି ସମାଜରେ ଦେଖିବାକୁ ମିଳେ କମ ବୟସର ପିଲାମାନେ ପାଠ ପଢ଼ିବା ବୟସ! କିନ୍ତୁ ତାଙ୍କୁ କାମରେ ଲଗାଯାଉଛି ସେ ହୋଟେଲ ହେଉ ଅବା କାରଖାନା।ଦୂରଦର୍ଶନ ଠୁ ଆରମ୍ବ କରି ଖବରକାଗଜ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ହେଉଛି କିନ୍ତୁ ସେଇ ଖବରକାଗଜ ବାଣ୍ଟୁଥିବା ପିଲା ଜଣେ କମ ବୟସର।ଏଥିପାଇଁ ଦାୟୀ କିଏ?

କାହାକୁ କହିବି ଦୋଷୀ, ମୁଁ କୁହ?
ନା ଏ ସହର,
ନା ସରକାର,
ନା ଏ ଲୋକ,
ନା ମୋ ଭାଗ୍ୟ,
କେହି ବି ତ ମୋର ନିଜର ନୁହଁ! Subrat Kumar Biswal ଙ୍କ ପ୍ରଶ୍ନର ଉତ୍ତରରେ,

#ଗୋଦାବରୀ #ସମସ୍ୟାସମାଧାନ #ରଜମଉଜ୨ #yqbhaina #yqodia

jsjyoti4097

JS Jyoti

New Creator