Nojoto: Largest Storytelling Platform

ସାମ୍ନାରେ ରଙ୍ଗୀନ୍ ଚିତ୍ରପଟ ଆଉ ପରଦା ପଛେ କଳା କୁ ଧଳା କର

ସାମ୍ନାରେ ରଙ୍ଗୀନ୍ ଚିତ୍ରପଟ
ଆଉ ପରଦା ପଛେ
କଳା କୁ ଧଳା କରିବାର କାରିଗରୀ
ମିଥ୍ୟା ସ୍ପର୍ଦ୍ଧା ର ସୂକ୍ଷ୍ମ ପରଦା
ହେଲେ କୁହୁଡ଼ି ସେପଟ
ରହସ୍ୟ ସହର
ଭେଦ କରିହେଲେ ବି
ଭେଦ କରିବାର ସାହାସ କାହାର?
ସେ ସହର ହେଇପାରେ ସୌନ୍ଦର୍ଯ୍ୟର ସମ୍ଭାର
ହେଇପାରେ ଦୂର୍ଭେଦ୍ୟ ମାୟାଜାଲ
କିମ୍ବା ହେଇପାରେ କଳାପାଣି ର କାରାଗାର
କଳାକାର ର ପ୍ରତିଛବି ପରଦାରେ
ଆଉ ନିର୍ଦ୍ଦେଶକ ନାଁ ରେ ଭଣ୍ଡ କାରିଗର
ଆକର୍ଷଣୀୟ କାହାଣୀ ର ପ୍ରଦର୍ଶନ
ଆଉ କରତାଳି ବଜେଇଲା ଦର୍ଶକ
ବନିଯାଏ ସେ ମରୁବାଲି ର ଶିକାର ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା ଏକପଦୀ ଏହି ସୁନ୍ଦର ଧାଡିରେ ଆମ ମନକଥା ଯୋଡି।

#ପରଦାପଛରେଅନେକକଥା #collab #yqbhaina #yqodia #munodia  #YourQuoteAndMine
Collaborating with YourQuote Bhaina
ସାମ୍ନାରେ ରଙ୍ଗୀନ୍ ଚିତ୍ରପଟ
ଆଉ ପରଦା ପଛେ
କଳା କୁ ଧଳା କରିବାର କାରିଗରୀ
ମିଥ୍ୟା ସ୍ପର୍ଦ୍ଧା ର ସୂକ୍ଷ୍ମ ପରଦା
ହେଲେ କୁହୁଡ଼ି ସେପଟ
ରହସ୍ୟ ସହର
ଭେଦ କରିହେଲେ ବି
ଭେଦ କରିବାର ସାହାସ କାହାର?
ସେ ସହର ହେଇପାରେ ସୌନ୍ଦର୍ଯ୍ୟର ସମ୍ଭାର
ହେଇପାରେ ଦୂର୍ଭେଦ୍ୟ ମାୟାଜାଲ
କିମ୍ବା ହେଇପାରେ କଳାପାଣି ର କାରାଗାର
କଳାକାର ର ପ୍ରତିଛବି ପରଦାରେ
ଆଉ ନିର୍ଦ୍ଦେଶକ ନାଁ ରେ ଭଣ୍ଡ କାରିଗର
ଆକର୍ଷଣୀୟ କାହାଣୀ ର ପ୍ରଦର୍ଶନ
ଆଉ କରତାଳି ବଜେଇଲା ଦର୍ଶକ
ବନିଯାଏ ସେ ମରୁବାଲି ର ଶିକାର ଆସନ୍ତୁ ଲେଖିବା କିଛି କବିତା, କାହାଣୀ, କିମ୍ବା ଏକପଦୀ ଏହି ସୁନ୍ଦର ଧାଡିରେ ଆମ ମନକଥା ଯୋଡି।

#ପରଦାପଛରେଅନେକକଥା #collab #yqbhaina #yqodia #munodia  #YourQuoteAndMine
Collaborating with YourQuote Bhaina