Nojoto: Largest Storytelling Platform

White ସଂଯୁକ୍ତା,ତୁମେ କେବେ ସାଜ ଘୁଞ୍ଚି ଘୁଞ୍ଚି ଯାଉଥିବା

White ସଂଯୁକ୍ତା,ତୁମେ କେବେ ସାଜ
ଘୁଞ୍ଚି ଘୁଞ୍ଚି ଯାଉଥିବା ପଦ୍ମ,
ଉଡି ଯାଉଥିବା ପକ୍ଷୀ,
ଅବା କେବେ ଆକାଶର ତାରା 
ମୋ ସମୟକୁ ଜାଲି ଦେଲି
ତା ଆଳୁଅରେ ତୁମକୁ ଦେଖିବି ବୋଲି
ସମୟ ବି ଜଳିଜଳି
କୋଇଲା ପାଲଟିଲା।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା
White ସଂଯୁକ୍ତା,ତୁମେ କେବେ ସାଜ
ଘୁଞ୍ଚି ଘୁଞ୍ଚି ଯାଉଥିବା ପଦ୍ମ,
ଉଡି ଯାଉଥିବା ପକ୍ଷୀ,
ଅବା କେବେ ଆକାଶର ତାରା 
ମୋ ସମୟକୁ ଜାଲି ଦେଲି
ତା ଆଳୁଅରେ ତୁମକୁ ଦେଖିବି ବୋଲି
ସମୟ ବି ଜଳିଜଳି
କୋଇଲା ପାଲଟିଲା।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା