Nojoto: Largest Storytelling Platform

ତୋ ସିଂହଦ୍ୱାରେ ପାଦ ଦେଉ ଦେଉ ଏ ପିଣ୍ଡରୁ ପ୍ରାଣ ଚାଲିଯାଉ

ତୋ ସିଂହଦ୍ୱାରେ ପାଦ ଦେଉ ଦେଉ
ଏ ପିଣ୍ଡରୁ ପ୍ରାଣ ଚାଲିଯାଉ ,
ଜୀବନେ ଝଡ଼ ଆସିଲେ ମୋର
ଆଶିଷେ ତୋ ହୋଇବି ପାର,
 ସବୁଦିନ ପାଇଁ ଏ ଭାବ ଲାଗିଥାଉ
ଏ ପିଣ୍ଡରୁ ପ୍ରାଣ ଚାଲିଯାଉ ||

©Rajguru #jagannatha #Rajguru  Ayushi Agrawal ARVIND YADAV 1717 PREM Kumbhkar POOJA UDESHI
ତୋ ସିଂହଦ୍ୱାରେ ପାଦ ଦେଉ ଦେଉ
ଏ ପିଣ୍ଡରୁ ପ୍ରାଣ ଚାଲିଯାଉ ,
ଜୀବନେ ଝଡ଼ ଆସିଲେ ମୋର
ଆଶିଷେ ତୋ ହୋଇବି ପାର,
 ସବୁଦିନ ପାଇଁ ଏ ଭାବ ଲାଗିଥାଉ
ଏ ପିଣ୍ଡରୁ ପ୍ରାଣ ଚାଲିଯାଉ ||

©Rajguru #jagannatha #Rajguru  Ayushi Agrawal ARVIND YADAV 1717 PREM Kumbhkar POOJA UDESHI
rajguru7213

Rajguru

Bronze Star
New Creator