ତୋ ସିଂହଦ୍ୱାରେ ପାଦ ଦେଉ ଦେଉ ଏ ପିଣ୍ଡରୁ ପ୍ରାଣ ଚାଲିଯାଉ , ଜୀବନେ ଝଡ଼ ଆସିଲେ ମୋର ଆଶିଷେ ତୋ ହୋଇବି ପାର, ସବୁଦିନ ପାଇଁ ଏ ଭାବ ଲାଗିଥାଉ ଏ ପିଣ୍ଡରୁ ପ୍ରାଣ ଚାଲିଯାଉ || ©Rajguru #jagannatha #Rajguru Ayushi Agrawal ARVIND YADAV 1717 PREM Kumbhkar POOJA UDESHI