Nojoto: Largest Storytelling Platform

କବି ସବୁ ଲେଖନ୍ତି ସକଳ ସୂର୍ଯ୍ୟ କିରଣ ବିଷୟରେ, କାହିଁ କେହ

କବି ସବୁ ଲେଖନ୍ତି ସକଳ ସୂର୍ଯ୍ୟ କିରଣ ବିଷୟରେ, କାହିଁ କେହି ଦେଖି ନାହିଁ ଅସ୍ଥାଗାମୀ ସୂର୍ଯ୍ୟର ଦୁଃଖ
କବି ସବୁ ଲେଖନ୍ତି ଶାନ୍ତ ଜହ୍ନ ବିଷୟରେ 
କାହିଁ କେହି କଣ ଦେଖି ନାହିଁ ଜହ୍ନ ର କ୍ରୋଧ।  
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।