ଆଖିରେ ତୁମ ଚୋରା ଚାହାଣୀ ଖିଲି ଓଠରୁ ଝରେ ମୁକୁତା ଏ କଅଁଳ ବୟସୁ ଏମିତି କିମିଆଁ କରୁଛ ଆଗକୁ ହେବ ନିଶ୍ଚେ ଜଗତଜିତା !!🌹!! ©Rajguru #Rajguru #kidspoem #ChildrensDay Golden Navbharat technically classic #Mr.India Ghanshala Aman