Nojoto: Largest Storytelling Platform

ଆଖିରେ ତୁମ ଚୋରା ଚାହାଣୀ ଖିଲି ଓଠରୁ ଝରେ ମୁକୁତା ଏ କଅଁ

ଆଖିରେ ତୁମ ଚୋରା ଚାହାଣୀ 
ଖିଲି ଓଠରୁ ଝରେ ମୁକୁତା
ଏ  କଅଁଳ ବୟସୁ ଏମିତି କିମିଆଁ କରୁଛ
ଆଗକୁ ହେବ ନିଶ୍ଚେ ଜଗତଜିତା !!🌹!!

©Rajguru #Rajguru #kidspoem 

#ChildrensDay  Golden Navbharat technically classic #Mr.India Ghanshala Aman
ଆଖିରେ ତୁମ ଚୋରା ଚାହାଣୀ 
ଖିଲି ଓଠରୁ ଝରେ ମୁକୁତା
ଏ  କଅଁଳ ବୟସୁ ଏମିତି କିମିଆଁ କରୁଛ
ଆଗକୁ ହେବ ନିଶ୍ଚେ ଜଗତଜିତା !!🌹!!

©Rajguru #Rajguru #kidspoem 

#ChildrensDay  Golden Navbharat technically classic #Mr.India Ghanshala Aman
rajguru7213

Rajguru

Bronze Star
New Creator